June 28, 2026

ଅସହାୟ ଗରିବ ପରିବାର ଙ୍କୁ ସହଯୋଗ ର ହାତ ବଢ଼ାଇଲେ ଝାନ୍ସି ରାଣୀ ।

IMG-20230808-WA0033
Share

ଅସହାୟ ଗରିବ ପରିବାର ଙ୍କୁ ସହଯୋଗ ର ହାତ ବଢ଼ାଇଲେ ଝାନ୍ସି ରାଣୀ ।

ଆନନ୍ଦପୁର ପୌରପାଳିକା ୩ ନଂ ୱାର୍ଡ ଡାହାଣୀବଣିଆ ସାହିର ଅଞ୍ଜନ ନାୟକ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କର ପରିବାର ଅତି ଗରିବ ହୋଇଥଲେ ହେଁ ତାଙ୍କର ଶୁଦ୍ଧିକ୍ରିୟା ପାଇଁ ସମାଜସେବୀ ଝାମ୍ବୀରାଣୀ ଦାସ ତାଙ୍କ ଘରକୁ ଯାଇ ସହାୟତା ପ୍ରଦାନ କରିଥିଲେ । ଅଞ୍ଜନ ନାୟକ ପନ୍ଥୀ ଓ ଦୁଇ ପୁଅ, ଗୋଟିଏ ଝିଅର ଦାୟିତ୍ଵ ନେବା ସହିତ ତାଙ୍କର ଶୁଦ୍ଧିକ୍ରିୟା ନିମନ୍ତେ ସହାୟତା ରାଶି ପ୍ରଦାନ କରିଥିଲେ । ଶୋକାକୁଳ ପରିବାରକୁ ସମବେଦନା ଜଣାଇଥିବା ବେଳେ ଝାନ୍ସାରାଣୀଙ୍କର ଏହିଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।
(ସୋମେଶ ପରିଡ଼ା ଙ୍କ ରିପୋର୍ଟ)