May 19, 2024

Day: August 11, 2023

ଧରିତ୍ରୀ ପୁତ୍ର ସମ୍ମାନ ପାଇଲେ ଏମସିଏଲ ମୁଖ୍ୟ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି କୋରାପୁଟ ଜ଼ିଲ୍ଲା କୋଟପାଡ଼ ତାଳୁକର ଏମସିଏଲ ନିର୍ଦେଶକ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କୁ ଧରିତ୍ରୀ ପୁତ୍ର ସଂମ୍ମାନ ରେ ସମ୍ମାନିତ କରାଯାଇଥିବା ଜଣାଯାଇଛି। ଚାଷୀଙ୍କ ଉନ୍ନତି ସହ ଆର୍ଥିକସ୍ଥିତି ର ସୁଧାର ଆଣିବା ବେକାର ସମାସ୍ୟ ଦୂରୀକରଣ ସରକାରଙ୍କ ରାଜସ୍ୱ ବୃଦ୍ଧି ଏବଂ ଅଞ୍ଚଳ ର ବିକାଶକୁ ନେଇ ଏକ ବର୍ଷରୁ ଉର୍ଦ୍ଧ ଦିନ ହେବ ଶ୍ରୀ ମହାନ୍ତି ଦିନରାତି ଯେଉଁ ଭଳି ଭାବରେ ପ୍ରୟାସ ଜାରି ରଖି ଛନ୍ତି ଏହି ଅବସରରେ ଗତ ଦୁଇ ଦିନ ଧରି ବମ୍ବେ ଠାରେ ବିଶ୍ୱ ବାୟ ଫୁଏଲ ଦିବସ ଉପଲକ୍ଷେ ସମ୍ମିଳନି ଅନୁଷ୍ଠିତ ହୋଇଥିଲା।ଭାରତ ର 22ଟି ରାଜ୍ୟର ଏମସିଏଲ ନିର୍ଦେଶକ ମାନେ ଯୋଗ ଦେଇଥିଲେ. ଉକ୍ତ ସମ୍ମିଲନୀ ରେ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କୁ ଧରିତ୍ରୀ ପୁତ୍ର ସମ୍ମାନ ପ୍ରଦାନ କରାଯାଇଛି।ଆଜି ଅପରାହ୍ନ ରେ ଛତିଶ ଗଡ଼ ରାଜ୍ୟ ଜଗଦଳପୁର ବିମାନ ବନ୍ଦରରେ ଶ୍ରୀ ମହାନ୍ତି ପହଞ୍ଚିବା ପରେ ଅଞ୍ଚଳ ର ଚାଷୀଙ୍କ ସମେତ ଏମବିପି ମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଜଣାଇ ଥିଲେ।ଅଧକ୍ଷ ଶ୍ରୀ ସିଦ୍ଧାର୍ଥ ମହାନ୍ତି ଓ ରତନ ବେହେରା ଆୱାର୍ଡ ଗ୍ରହଣ ସମୟରେ ଉପସ୍ଥିତ ଥିଲେ । କୋରାପୁଟ ଜ଼ିଲ୍ଲା ପ୍ରତି ନିଧି କୋଟପାଡ଼ରୁ ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I

କୋରାପୁଟ ଜ଼ିଲ୍ଲା କୋଟପାଡ଼ ତାଳୁକର ଏମସିଏଲ ନିର୍ଦେଶକ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କୁ ଧରିତ୍ରୀ ପୁତ୍ର ସଂମ୍ମାନ ରେ ସମ୍ମାନିତ କରାଯାଇଥିବା ଜଣାଯାଇଛି। ଚାଷୀଙ୍କ ଉନ୍ନତି ସହ...

ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶ ଦମ୍ପତ୍ତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ

ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶ ଦମ୍ପତ୍ତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ ପାରଳାଖେମୁଣ୍ଡି, ତା. 11-08-2023 ଆଜି ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର 41...

ଜଳିଗଲା କୁକୁଡ଼ା ଫାର୍ମ, ବର୍ତ୍ତି ଗଲେ କୁକୁଡ଼ା ଚିଆଁ

ଜଳିଗଲା କୁକୁଡ଼ା ଫାର୍ମ, ବର୍ତ୍ତି ଗଲେ କୁକୁଡ଼ା ଚିଆଁ ବୁଗୁଡ଼ା : ତା ୧୦/୦୮/୨୩ : ବୁଗୁଡ଼ା ଥାନା ତଥା ସଂକୁରୁ ପଞ୍ଚାୟତ ଅନ୍ତର୍ଗତ ଘୋଳପୁର ଗ୍ରାମରେ...

ବୁଗୁଡ଼ା ଯାଦବ ସାହି ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା

ବୁଗୁଡ଼ା ଯାଦବ ସାହି ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା ବୁଗୁଡା : ତା ୧୧/୦୮/୨୩ : ବୁଗୁଡା ଏନଏସି ଅନ୍ତର୍ଗତ ଯାଦବ ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ...

ଫାଇଲେରିଆ ନିରାକରଣ ଅଭିଯାନର ଶୁଭାରମ୍ଭ, ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନତା

ଫାଇଲେରିଆ ନିରାକରଣ ଅଭିଯାନର ଶୁଭାରମ୍ଭ, ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନତା ବୁଗୁଡ଼ା : ତା ୧୧/୦୮/୨୩ : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ...

ଅଗ୍ନିବିପନ୍ନ ପରିବାରକୁ ସାହାଯ୍ୟର ହାତ ବଢାଇଲେ ଜିଲ୍ଲାପରିଷଦ ସଦସ୍ୟା

ଅଗ୍ନିବିପନ୍ନ ପରିବାରକୁ ସାହାଯ୍ୟର ହାତ ବଢାଇଲେ ଜିଲ୍ଲାପରିଷଦ ସଦସ୍ୟା ହାଟଡିହି୧୧/୦୮: ଘରପୋଡି ଠାରୁ ବିପ୍ପତ୍ତି ନାହିଁ ।ଅଗ୍ନିକାଣ୍ଡ ରେ ସର୍ବସ୍ଵ ହରାଇଛନ୍ତି ପରିବାର। ନି ଜର ଖୁସୀ...

ବଡ଼ପଦା ଗ୍ରାମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ସମ୍ବର୍ଧନା କାର୍ଯ୍ୟକ୍ରମ ରେ ଯୋଗ ଦେଲେ ଜିଲ୍ଲା ବିଜେଡ଼ି ସଭାପତି —-

ବଡ଼ପଦା ଗ୍ରାମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ସମ୍ବର୍ଧନା କାର୍ଯ୍ୟକ୍ରମ ରେ ଯୋଗ ଦେଲେ ଜିଲ୍ଲା ବିଜେଡ଼ି ସଭାପତି ---- ଆଜି ଗଜପତି ଜିଲ୍ଲା ନୁଆଗଡ଼ ବ୍ଲକ୍ ଅନ୍ତର୍ଗତ...

ସକାଳର ଖବର

*╭─────────────────────╮* *🌄ସକାଳର ଖବର, ୧୧-ଅଗଷ୍ଟ-୨୦୨୩, ଶୁକ୍ରବାର* *╰─────────────────────╯* •┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈• ➡️୧-ଏଣିକି ଆଗାମୀ ଶିକ୍ଷାବର୍ଷ ୨୦୨୪-୨୫ରୁ ରାଜ୍ୟର ୫ଟି ଉପକ୍ରମରେ ଥିବା ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ...

ମହାବୀର ପଞ୍ଜିକା

*🌹🌼👉ମହାବୀର ପଞ୍ଜିକା👈🌼🌹* *✧═════•❁❀❁•═════✧* *ଅଦ୍ୟ ଅଗଷ୍ଟ ମାସ ୧୧ ତାରିଖ ୨୦୨୩ ମସିହା(ଶୁକ୍ରବାର)* *ଶକାବ୍ଦ -୧୯୪୫* *ସମ୍ବତ -୨୦୮୦* *ଦିଲ୍ଲୀସ୍ୱରାଦ୍ଧ-୧୪୩୦* *ସମ୍ବତ୍ସର-ପିଙ୍ଗଳ* *ଶ୍ରାବଣମାସ-ମଳ କୃଷ୍ଣପକ୍ଷ* *ତିଥି- ଏକାଦଶୀ*...

ରାଜସୁନାଖଳାରେ ସ୍ୱଚ୍ଛ ଭାରତ ଅଭିଯାନ ଯୋଜନା ଦିଗହରା

ରାଜସୁନାଖଳାରେ ସ୍ୱଚ୍ଛ ଭାରତ ଅଭିଯାନ ଯୋଜନା ଦିଗହରା।   ବୋଲଗଡ,୧୦/୦୮ (ଉପାନ୍ତ ଓଡିଶା): ସୁସ୍ଥ ପରିବେଶ ଓ ନିରୋଗ ରହିବା ପାଇଁ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ...