ବଡ଼ପଦା ଗ୍ରାମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ସମ୍ବର୍ଧନା କାର୍ଯ୍ୟକ୍ରମ ରେ ଯୋଗ ଦେଲେ ଜିଲ୍ଲା ବିଜେଡ଼ି ସଭାପତି —-

IMG-20230811-WA0023
Share

ବଡ଼ପଦା ଗ୍ରାମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ସମ୍ବର୍ଧନା କାର୍ଯ୍ୟକ୍ରମ ରେ ଯୋଗ ଦେଲେ ଜିଲ୍ଲା ବିଜେଡ଼ି ସଭାପତି —-


ଆଜି ଗଜପତି ଜିଲ୍ଲା ନୁଆଗଡ଼ ବ୍ଲକ୍ ଅନ୍ତର୍ଗତ ବଡ଼ପଦା ଗ୍ରାମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ପାଣ୍ଠିରୁ କାଥଲିକ୍ ଚର୍ଚ ପାଇଁ ୧୦ ଲଖ୍ୟ ଟଙ୍କା ଆର୍ଥିକ ସହାୟତା ଯୋଗାଇଦେଇଥିବାରୁ ଗ୍ରାମବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସମ୍ବନ୍ଧନା ଜଣାଇଛନ୍ତି ।ଉକ୍ତ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ବିଜେଡ଼ି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ସମ୍ନାନିତ ଅତିଥି ଭାବେ ଜିଲ୍ଲା ଉପ ସଭାପତି ଜେମ୍ସ୍ ରାଇକା, ବ୍ଲକ୍ ସଭାପତି ଜହନ ମାଝି, ବଡ଼ପଦା ସରପଞ୍ଚ ଆନ୍ଥୁଣି ପାଣି, ତଥା ଖଜୁରୀପଦା ସରପଞ୍ଚ, ସମିତି ସଭ୍ୟ, ତଥା ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ତଥା ବହୁ ବିଜୁପରିବାରର ସମସ୍ତ ବିଜୁ କର୍ମୀ ଉପସ୍ଥିତ ଥିଲେ ।
ଦୀପକ ପ୍ରଧାନ —

You may have missed