May 19, 2024

Day: August 7, 2023

ମିଟର ରିଡରଙ୍କୁ ଅମାନୁଷିକ ମିଟର ରିଡରଙ୍କୁ ଅମାନୁଷିକ ହତ୍ୟା

ମିଟର ରିଡରଙ୍କୁ ଅମାନୁଷିକ ମିଟର ରିଡରଙ୍କୁ ଅମାନୁଷିକ ହତ୍ୟା----- ବେଲଗୁଣ୍ଠା ----ଗଞ୍ଜାମ ଜିଲ୍ଲା ତାରାସିଂଙ୍ଗ ଥାନା ଅଧୀନ କୁପାଟି ଗ୍ରାମରେ ଆଜି ପୂର୍ବାହ୍ନ ରେ ଏକ ଜଘନ୍ୟ...

ମୋହନା ବ୍ଲକ ପିଇଓ ସଂଘର କଳାବ୍ୟାଚ ପରିଧାନ, ଦାବୀ ପୂରଣ ନହେଲେ ୧୮ରୁ ସମୂହ ଛୁଟି ଚେତାବନୀ

ମୋହନା ବ୍ଲକ ପିଇଓ ସଂଘର କଳାବ୍ୟାଚ ପରିଧାନ, ଦାବୀ ପୂରଣ ନହେଲେ ୧୮ରୁ ସମୂହ ଛୁଟି ଚେତାବନୀ ଗଜପତି ଜିଲ୍ଲା ମୋହନା ବ୍ଲକ ନିଖିଳ ଉତ୍କଳ ପଞ୍ଚାୟତ...

ହିନ୍ଦୁ ବିରୋଧୀ ଅପପ୍ରଚାରର ପ୍ରତିବାଦ

ହିନ୍ଦୁ ବିରୋଧୀ ଅପପ୍ରଚାରର ପ୍ରତିବାଦ ରାଷ୍ଟ୍ରୀୟ ଏକତା ସୁରକ୍ଷା ମଞ୍ଚର ଶୋଭାଯାତ୍ରା ମୋହନା ସମାନ ନାଗରିକ ସଂହିତା ଲାଗୁ ଦାବି ସହ ଦେଶରେ ଅରାଜକତା ସୃଷ୍ଟି କରୁଥିବା...

ବ୍ରିଜ୍ କାମ ଶୀଘ୍ର ସାରିବା ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ ଆନ୍ଦୋଳନ, ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ

ବ୍ରିଜ୍ କାମ ଶୀଘ୍ର ସାରିବା ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ ଆନ୍ଦୋଳନ, ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ ବୁଗୁଡ଼ା : ତା ୦୭/୦୮/୨୩ : ବୁଗୁଡ଼ା ବ୍ଲକ...

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।*

*ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।* ============================== ପାରଳାଖେମଣ୍ଡି, ତା. ୦୭.୦୮.୨୦୨୩ ଗଜପତି ଜିଲ୍ଲା ସଦମହକୁମା ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ...

ପ୍ରିୟଙ୍କା ମାଝୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଉଚ୍ଚ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ।*

*ପ୍ରିୟଙ୍କା ମାଝୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଉଚ୍ଚ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ।* ପାରଳାଖେମୁଣ୍ଡି, ତା.୦୭.୦୮.୨୦୨୩ ଗଜପତି ଜିଲ୍ଲା ମଙ୍ଗଳ ବିଭାଗ ତଥା ଜିଲ୍ଲା ପ୍ରଶାସନ...

ଗଞ୍ଜାମ ମହାବିଦ୍ୟାଳୟର 55 ତମ ପ୍ରତିଷ୍ଠା ଦିବସ, ପାଳିତ =**********-****-********** ଗଞ୍ଜାମ -ପ୍ରଦୀପ କୁମାର ପଣ୍ଡା ଗଞ୍ଜାମ ସହର ର ଋଷୁକୂଲ୍ୟା ନଦୀ କୂଳରେ ଅବସ୍ଥିତ ଗଞ୍ଜାମ ମହାବିଦ୍ୟାଳୟର 55 ବର୍ଷ ପୂର୍ତ୍ତି ଅବସରରେ ପ୍ରତିଷ୍ଠା ଦିବସ କଲେଜ ଏଡ଼ିଟରିୟମ ହଲ ଠାରେ ମହାସମାରୋହରେ ପାଳିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ମୁଖ୍ୟ ବକ୍ତା ବ୍ରହ୍ମପୁର ରିଜୋନାଲ ଡାଇରେକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ, ସନମାନିତ ଅତିଥି ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ, କଲେଜ ଅଧକ୍ଷ ଡ଼ ପ୍ରବୀଣ କୁମାର ନନ୍ଦ ପ୍ରମୁଖ ମଞ୍ଚାସିନ ଥିଲେ l ଓଡ଼ିଆ ବିଭାଗୀୟ ମୁଖ୍ୟ ରିଡର ଲକ୍ଷ୍ମୀ ନାରାୟଣ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଏବଂ ରାଜନୀତି ବିଜ୍ଞାନ ବିଭାଗ ପ୍ରଫେସର ଅମର ପ୍ରସାଦ ବିଶୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ l ନିଜର ଆତ୍ମ ବିଶ୍ୱାସ ଥିଲେ ସବୁ ସମ୍ଭବ ଏବଂରାଜ୍ୟରେ ଉଚ୍ଚ ଶିକ୍ଷାରେ ବୈପ୍ଳବୀକ ପରିବର୍ତନ ଆସିଛି ବୋଲି ମୁଖ୍ୟ ଅତିଥି ବିଧାୟକ ନିଜ ବକ୍ତବ୍ୟରେ କହିଥିଲେ l ମୋବାଇଲ ଠାରୁ ଦୁରେଇ ରହିବାକୁ ମୁଖ୍ୟ ବକ୍ତା ଆଞ୍ଚଳିକ ନିର୍ଦ୍ଦେଶକ ତ୍ରିପାଠୀ ଛାତ୍ରୀ ଛାତ୍ରଙ୍କ ଉର୍ଧେଶ୍ୟରେ ସୂଚନା ଦେଇଥିଲେ l ଗଞ୍ଜାମ କଲେଜର ବିଭିନ୍ନ ସମସ୍ୟାକୁ ମୁଖ୍ୟ ଅତିଥି ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଏଥିସହ ଏହି ବହୁ ପୁରାତନ କଲେଜ ଆସନ୍ତା ସେପ୍ଟେମ୍ବରରେ ନାକ ମାନ୍ୟତା ପାଇବାକୁ ଯାଉଥିବା କଲେଜ ଅଧକ୍ଷ ସୂଚନା ଦେଇଥିଲେ l ଏଥିପାଇଁ ସ୍ଥାନୀୟ ବିଧାୟକଙ୍କ ଭୂମିକା ଅତୁଳନୀୟ ବୋଲି କଲେଜ ଅଧକ୍ଷ ନିଜ ବକ୍ତବ୍ୟରେ କହିଥିଲେ l ଇଂଲିଶ ବିଭାଗ ମୁଖ୍ୟ ସ୍ମରଣିକା ହୋତା ବାର୍ଷିକ ବିବରଣୀ କରିଥିଲେ l ଏହାକୁ ଡ଼ଃ.ସୁଶାନ୍ତ କୁମାର ସେଠି, ଡ଼ଃ ପିତାମ୍ବର ବେହେରା, ସୁମନ ସେଠି, ଶୁଭେନ୍ଦୁ ବିକାଶ ଟହଲ,ଖୁସୁବୁ ନାଜ,ଦୁର୍ଗା ପ୍ରସାଦ ଦାସ, ଅରୁଣଧତୀ ସିଂ, ନିଗମ ସ୍ୱାଇଁ, ଅଜୟ ବାରିକି, ରଘୁନାଥ ରେଡ଼ି, ସୁଶାନ୍ତ ଆଚାର୍ଯ୍ୟ ପ୍ରମୁଖ ସହଯୋଗ ପରିଚାଳନା କରିଥିଲେ l

ଗଞ୍ଜାମ ମହାବିଦ୍ୟାଳୟର 55 ତମ ପ୍ରତିଷ୍ଠା ଦିବସ, ପାଳିତ =**********-****-********** ଗଞ୍ଜାମ -ପ୍ରଦୀପ କୁମାର ପଣ୍ଡା ଗଞ୍ଜାମ ସହର ର ଋଷୁକୂଲ୍ୟା ନଦୀ କୂଳରେ ଅବସ୍ଥିତ ଗଞ୍ଜାମ...

ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର 28 ତମ ପ୍ରତିଷ୍ଠା ଦିବସ

ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର 28 ତମ ପ୍ରତିଷ୍ଠା ଦିବସ ବେଲଗୁଣ୍ଠା, 07/08, ଗାଙ୍ଗପୁର ତଥା ପାଖାପାଖି ଅଞ୍ଚଳର କୋମଳମତି ଶିଶୁଙ୍କୁ ଗୁଣାତ୍ମକ ଘରୋଇ ଶିକ୍ଷା ପ୍ରଦାନ...

ଗଞ୍ଜେଇ ଚୋରାଚାଲାଣ ୩ଯୁବକଙ୍କୁ ଗିରଫ କଲା ରାମନାଗୁଡା ପୋଲିସ

ଗଞ୍ଜେଇ ଚୋରାଚାଲାଣ ୩ଯୁବକଙ୍କୁ ଗିରଫ କଲା ରାମନାଗୁଡା ପୋଲିସ ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅଧୀନ ଚାକୁଣ୍ଡା ହାଟପଦା ନିକଟରେ ପେଟ୍ରୋଲିଂ କରୁଥିବା ରାମନାଗୁଡା ଥାନା...

ସକାଳର ଖବର,

*╭──────────────────╮* *🌄ସକାଳର ଖବର, ୦୭-ଅଗଷ୍ଟ-୨୦୨୩, ସୋମବାର* *╰──────────────────╯* •┈┈┈┈┈┈┈┈┈┈┈┈┈┈┈┈┈┈┈• ➡️୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ପ୍ରଗତି ମୈଦାନ ଭାରତ ମଣ୍ଡପମ୍ ରେ ଜାତୀୟ ହସ୍ତତନ୍ତ ଦିବସ...