ପର୍ଯ୍ୟଟନ

ପୋଡ।ଗଡ ମଣ୍ଡେଇ ଫେବୃଆରୀ ୨୬ ରେ

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ) ଉମରକୋଟ - ପ୍ରସିଦ୍ଧ ପୋଡ଼।ଗଡ ମଣ୍ଡେଇ ଆସନ୍ତା ଫେବୃୟାରୀ ୨୬ ତାରିଖ ଦିନ ଅନୁଷ୍ଠିତ ହେବ।ଉମରକୋଟ...

ମନ୍ଦିର ଓ ତୀର୍ଥ ସ୍ଥଳୀରେ ସ୍ବଚ୍ଛ ଅଭିଯାନ

(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ) ଉମରକୋଟ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଦେଶବାସୀଙ୍କୁ ପାଇଁ ଆହ୍ୱାନ କ୍ରମେ ଜାନୁଆରୀ 14 ମକର ସଂକ୍ରାନ୍ତି...

ବାଘୁଆ ମନ୍ଦିର ପଛ ପଡିଆରେ ହବ ବସନ୍ତ ମହୋତ୍ସବ ପରିଚାଳନା କମିଟିରେ ନିଷ୍ପତ୍ତି

ଗୁଣପୁର,୧୭l୧(ସୁରେନ୍ଦ୍ର ମହାନ୍ତି )-ଏଥର ଗୁଣପୁର ର ଦ୍ବାଦଶ ରାଜ୍ୟ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ସ୍ଥାନୀୟ ବାଘୁଆ ମନ୍ଦିର ପଛପଟ ପଡିଆରେ ହବ ବୋଲି ଆଜି ପରିଚାଳନା...

ପାରାଦୀପ ଠାରେ ଗଜପତି ଜିଲ୍ଲା ରୁ ପ୍ରକାଶ ପାଉଥିବା ଉପାନ୍ତ ଖବର ପାକ୍ଷିକ ପତ୍ରିକାର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଗଜପତି ଜିଲ୍ଲା ମୋହନା ଠାରେ ପ୍ରକାଶ ପାଉଥିବା ଉପାନ୍ତ ଖବର ପାକ୍ଷିକ ପତ୍ରିକାର ତୃତୀୟ ବାର୍ଷିକ ଉତ୍ସବ ଆଜି ପାରାଦୀପ ପୋର୍ଟ କ୍ଲବ ଠାରେ ଆଡମ୍ବର ସହ...

ମୋହନା ମୋଉତ୍ସବର ଦ୍ୱିତୀୟ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ କମ୍ପିଲା ଅଞ୍ଚଳ

ଗଜପତି ଜିଲ୍ଲା ମୋହନା ବ୍ଲକରେ ଅନୁଷ୍ଠିତ ହେଉଥିବା ମୋହନା ମୋଉତ୍ସବରେଆଜି ଦ୍ୱିତୀୟ ସନ୍ଧ୍ୟାରେ ସ୍ଥାନୀୟ ଅଂଚଳର ଲୁକାୟିତ ପ୍ରତିଭା ଗୁଡିକୁ ଲୋକ ଲୋଚନକୁ ଆଣିବା ନିମନ୍ତେ ଏହି...

ମୋହନା ମୋହତ୍ସବ ରେ ଶ୍ରମମନ୍ତ୍ରୀ ଙ୍କ ଘୋଷଣା ମୋହନାରେ ହେବ ଶ୍ରମ କାର୍ଯ୍ୟାଳୟ

ଗଜପତି ଜିଲ୍ଲା ମୋହନା ବ୍ଲକରେ ଆଜି ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଆଡମ୍ବର ସହ ମୋହନା ଉତ୍ସଵ ପାଳନ ହୋଇଛି।ଆଜି ପ୍ରଥମ ଦିନରେ ସ୍ଥାନୀୟ...

You may have missed