ଗଜପତି:-କୋର୍ ଇଞ୍ଜିନିୟରିଂରେ AI ଏବଂ ମେସିନ୍ ଲର୍ଣ୍ଣିଂର ପ୍ରୟୋଗ’ ଉପରେ ଦୁଇ ସପ୍ତାହିଆ ଫ୍ୟାକଲ୍ଟି ଡେଭଲପମେଣ୍ଟ ପ୍ରୋଗ୍ରାମର ଉଦ୍ଘାଟନ
ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (ସିୟୁଟିଏମ) ପାରଳାଖେମୁଣ୍ଡି ପରିସରରେ “AI ଏବଂ ମେସିନ୍ ଲର୍ନିଙ୍ଗ ଏପ୍ଲିକେସନ ଇନ କୋର୍ ଇଞ୍ଜିନିୟରିଂ"” ବିଷୟବସ୍ତୁ ଉପରେ...
