April 29, 2026

ଅଗ୍ନିବିପନ୍ନ ପରିବାରକୁ ସାହାଯ୍ୟର ହାତ ବଢାଇଲେ ଜିଲ୍ଲାପରିଷଦ ସଦସ୍ୟା

IMG-20230811-WA0085
Share

ଅଗ୍ନିବିପନ୍ନ ପରିବାରକୁ ସାହାଯ୍ୟର ହାତ ବଢାଇଲେ ଜିଲ୍ଲାପରିଷଦ ସଦସ୍ୟା

ହାଟଡିହି୧୧/୦୮: ଘରପୋଡି ଠାରୁ ବିପ୍ପତ୍ତି ନାହିଁ ।ଅଗ୍ନିକାଣ୍ଡ ରେ ସର୍ବସ୍ଵ ହରାଇଛନ୍ତି ପରିବାର। ନି ଜର ଖୁସୀ ପାଇଁ ନୁହେଁ ଅନ୍ୟର ଖୁସୀ ପାଇଁ ସାହାଯ୍ୟ ର ହାତ ବଢାଇଛନ୍ତି ଜିଲ୍ଲା ପରିଷଦ ସଦସ୍ୟା କୌଶଲ୍ୟା ସେଠୀ। ଏହି ଭଳି ଘଟଣା ଘଟିଛି ହାଟଡିହି ବ୍ଲକ ଅନ୍ତର୍ଗତ ଓରାଳି ପଞ୍ଚାୟତ ଓରାଳୀ ଗ୍ରାମର ଦକ୍ଷିଣ ସାହିରେ ଅଗ୍ନିକାଣ୍ଡ ଘଟି ତିନିବାଖରା ଘର ସହ ଗୃହପାଳିତ ପଶୁ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।ଖବର ପାଇ ୩୬ ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟା କୌଶଲ୍ୟା ସେଠୀ ଆଗ୍ନି ବିପନ ପରିବାରଙ୍କ ନିକଟରେ ପହଞ୍ଚି ସମବଦେଦନା ଜଣାଇବା ସହ ସାହାଯ୍ୟର ହାତ ବଢାଇଛନ୍ତି । ଏହି ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ତୁରନ୍ତ ସରକାର ସହାୟତା ଯୋଗାଇଦେବା ପାଇଁ ପ୍ରଶାସନ ସହ ଆଲୋଚନା କରିଛନ୍ତି ।
(ସୋମେଶ ପରିଡ଼ା ଙ୍କ ରିପୋର୍ଟ ହାଟଡିହି ରୁ)

You may have missed