June 8, 2026

ଧରିତ୍ରୀ ପୁତ୍ର ସମ୍ମାନ ପାଇଲେ ଏମସିଏଲ ମୁଖ୍ୟ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି କୋରାପୁଟ ଜ଼ିଲ୍ଲା କୋଟପାଡ଼ ତାଳୁକର ଏମସିଏଲ ନିର୍ଦେଶକ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କୁ ଧରିତ୍ରୀ ପୁତ୍ର ସଂମ୍ମାନ ରେ ସମ୍ମାନିତ କରାଯାଇଥିବା ଜଣାଯାଇଛି। ଚାଷୀଙ୍କ ଉନ୍ନତି ସହ ଆର୍ଥିକସ୍ଥିତି ର ସୁଧାର ଆଣିବା ବେକାର ସମାସ୍ୟ ଦୂରୀକରଣ ସରକାରଙ୍କ ରାଜସ୍ୱ ବୃଦ୍ଧି ଏବଂ ଅଞ୍ଚଳ ର ବିକାଶକୁ ନେଇ ଏକ ବର୍ଷରୁ ଉର୍ଦ୍ଧ ଦିନ ହେବ ଶ୍ରୀ ମହାନ୍ତି ଦିନରାତି ଯେଉଁ ଭଳି ଭାବରେ ପ୍ରୟାସ ଜାରି ରଖି ଛନ୍ତି ଏହି ଅବସରରେ ଗତ ଦୁଇ ଦିନ ଧରି ବମ୍ବେ ଠାରେ ବିଶ୍ୱ ବାୟ ଫୁଏଲ ଦିବସ ଉପଲକ୍ଷେ ସମ୍ମିଳନି ଅନୁଷ୍ଠିତ ହୋଇଥିଲା।ଭାରତ ର 22ଟି ରାଜ୍ୟର ଏମସିଏଲ ନିର୍ଦେଶକ ମାନେ ଯୋଗ ଦେଇଥିଲେ. ଉକ୍ତ ସମ୍ମିଲନୀ ରେ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କୁ ଧରିତ୍ରୀ ପୁତ୍ର ସମ୍ମାନ ପ୍ରଦାନ କରାଯାଇଛି।ଆଜି ଅପରାହ୍ନ ରେ ଛତିଶ ଗଡ଼ ରାଜ୍ୟ ଜଗଦଳପୁର ବିମାନ ବନ୍ଦରରେ ଶ୍ରୀ ମହାନ୍ତି ପହଞ୍ଚିବା ପରେ ଅଞ୍ଚଳ ର ଚାଷୀଙ୍କ ସମେତ ଏମବିପି ମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଜଣାଇ ଥିଲେ।ଅଧକ୍ଷ ଶ୍ରୀ ସିଦ୍ଧାର୍ଥ ମହାନ୍ତି ଓ ରତନ ବେହେରା ଆୱାର୍ଡ ଗ୍ରହଣ ସମୟରେ ଉପସ୍ଥିତ ଥିଲେ । କୋରାପୁଟ ଜ଼ିଲ୍ଲା ପ୍ରତି ନିଧି କୋଟପାଡ଼ରୁ ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I

IMG-20230811-WA0065
Share

କୋରାପୁଟ ଜ଼ିଲ୍ଲା କୋଟପାଡ଼ ତାଳୁକର ଏମସିଏଲ ନିର୍ଦେଶକ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କୁ ଧରିତ୍ରୀ ପୁତ୍ର ସଂମ୍ମାନ ରେ ସମ୍ମାନିତ କରାଯାଇଥିବା ଜଣାଯାଇଛି। ଚାଷୀଙ୍କ ଉନ୍ନତି ସହ ଆର୍ଥିକସ୍ଥିତି ର ସୁଧାର ଆଣିବା ବେକାର ସମାସ୍ୟ ଦୂରୀକରଣ ସରକାରଙ୍କ ରାଜସ୍ୱ ବୃଦ୍ଧି ଏବଂ ଅଞ୍ଚଳ ର ବିକାଶକୁ ନେଇ ଏକ ବର୍ଷରୁ ଉର୍ଦ୍ଧ ଦିନ ହେବ ଶ୍ରୀ ମହାନ୍ତି ଦିନରାତି ଯେଉଁ ଭଳି ଭାବରେ ପ୍ରୟାସ ଜାରି ରଖି ଛନ୍ତି ଏହି ଅବସରରେ ଗତ ଦୁଇ ଦିନ ଧରି ବମ୍ବେ ଠାରେ ବିଶ୍ୱ ବାୟ ଫୁଏଲ ଦିବସ ଉପଲକ୍ଷେ ସମ୍ମିଳନି ଅନୁଷ୍ଠିତ ହୋଇଥିଲା।ଭାରତ ର 22ଟି ରାଜ୍ୟର ଏମସିଏଲ ନିର୍ଦେଶକ ମାନେ ଯୋଗ ଦେଇଥିଲେ. ଉକ୍ତ ସମ୍ମିଲନୀ ରେ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କୁ ଧରିତ୍ରୀ ପୁତ୍ର ସମ୍ମାନ ପ୍ରଦାନ କରାଯାଇଛି।ଆଜି ଅପରାହ୍ନ ରେ ଛତିଶ ଗଡ଼ ରାଜ୍ୟ ଜଗଦଳପୁର ବିମାନ ବନ୍ଦରରେ ଶ୍ରୀ ମହାନ୍ତି ପହଞ୍ଚିବା ପରେ ଅଞ୍ଚଳ ର ଚାଷୀଙ୍କ ସମେତ ଏମବିପି ମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଜଣାଇ ଥିଲେ।ଅଧକ୍ଷ ଶ୍ରୀ ସିଦ୍ଧାର୍ଥ ମହାନ୍ତି ଓ ରତନ ବେହେରା ଆୱାର୍ଡ ଗ୍ରହଣ ସମୟରେ ଉପସ୍ଥିତ ଥିଲେ ।
କୋରାପୁଟ ଜ଼ିଲ୍ଲା ପ୍ରତି ନିଧି କୋଟପାଡ଼ରୁ ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I

You may have missed