June 17, 2026

ଖୋଲିଲା ବଳଦେବ ମନ୍ଦିର ଦାନ ହୁଣ୍ଡି

IMG-20230808-WA0030
Share

ଖୋଲିଲା ବଳଦେବ ମନ୍ଦିର ଦାନ ହୁଣ୍ଡି
ବୁଗୁଡ଼ା : ତା ୦୮/୦୮/୨୩ : ସ୍ଥାନୀୟ ବଳଦେବ ମନ୍ଦିର ଦାନ ହୁଣ୍ଡିକୁ ଖୋଲା ଯିବାରେ ୧ ଲକ୍ଷ ୪୯ ହଜାର ୨୫୦ ଟଙ୍କା ଦାନରାଶି ବାହାରି ଥିବା ଜଣାଯାଇଛି । ଆଜି ଏଟିଓ ସୁନନ୍ଦ କୁମାର ସାହାଣିଙ୍କ ସମେତ ମନ୍ଦିର ପରିଚାଳନା କମିଟିର ଶରତ ଚନ୍ଦ୍ର ମହାରଣା ଓ ରଘୁନାଥ ସାହୁ ପୂଜକ ଦିନବନ୍ଧୁ ପାଣି ଓ ,ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ପ୍ରମୁଖ ଅନ୍ଯ ପୂଜାରୀମାନେ ଏବଂ ଜନସାଧାରଣଙ୍କ ଉପସ୍ଥିତିରେ ମନ୍ଦିର ହୁଣ୍ଡି ଖୋଲା ଯାଇଥିଲା ।
.

You may have missed