September 5, 2026

ଗୁରୁଦିବସ କୁ ସମ୍ମାନ ଜଣାଇ ବେଗୁନିଆ ବ୍ଳକ ସ୍ତରୀୟ ପ୍ରାଥମିକ ଶିକ୍ଷକ ସଂଘ ଦ୍ଵାରା ଆୟୋଜିତ ଗୁରୁ ପୂଜନ ଓ ଗୁରୁ ସମ୍ମାନ ଉତ୍ସବ ୨୦୨୬

IMG-20260905-WA0078
Share

 

 

ବେଗୁନିଆ ବ୍ଳକ (ଉପାନ୍ତ ଖବର ମାନସ ରଞ୍ଜନ କର) ୫/୯/୨୦୨୬ରିଖ ଶନିବାର ଦିନ ଅପରାହ୍ନ ୨ଘଟିକା ସମୟରେ ଗୁରୁଦିବସ ଉପଲକ୍ଷେ ବେଗୁନିଆ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ଦ୍ଵାରା ଆୟୋଜିତ ବ୍ଲକସ୍ରରୀୟ ଗୁରୁ ପୂଜନ ଓଗୁରୁ ସମ୍ମାନ ଉତ୍ସବ ୨୦୨୬ଅନୁଷ୍ଠିତ ହୋଇଯାଇଛି ସଭାପତି ରବିନ୍ଦ୍ର କୁମାର ମହାପାତ୍ରଙ୍କ ପୌର ହିତ୍ୟରେ ମୁଖ୍ୟଅତିଥି ଅଧ୍ୟକ୍ଷ ପଞ୍ଚାୟତ ସମିତି ଲକ୍ଷ୍ମୀଧର ସୁବୁଧି,ସ୍ୱତନ୍ତ୍ର ଅତିଥି ବେଗୁନିଆ ଉପ-ନିବନ୍ଧକ ଅମିତ୍‌ କୁମାର ସେଠୀ, ମୁଖ୍ୟବକ୍ତା ମୁଖ୍ୟ ଉପଦେଷ୍ଟା ଓ ଶିକ୍ଷକ କଲ୍ୟାଣ ପାଣ୍ଠିର ପ୍ରତିଷ୍ଠାତା ରାଜକିଶୋର ପାଣିଗ୍ରାହି, (ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ )ପ୍ରଫୁଲ କୁମାର ଦାସ, ସମ୍ମାନୀତ ଅତିଥି ନୃସିଂହ ଚରଣ ସାମନ୍ତରାୟ, ତିଳୋତମା ମହାପାତ୍ର (ଅବସରପ୍ରାପ୍ତ ପ୍ରଧାନ ଆଦର୍ଶଶିକ୍ଷୟତ୍ରୀ), ସୁଶ୍ରୀ ନଳିନି ଦେବି(ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରି), ରାମଚନ୍ଦ୍ର ଷଣ୍ଢ ଉପଦେଷ୍ଟାଶିକ୍ଷକ ପ୍ରାଥମିକ ଶିକ୍ଷକ ସଂଘ, ବସନ୍ତ କୁମାର ପ୍ରହରାଜ ସମ୍ମାନୀତ ଅତିଥି ଭାବେ ମଞ୍ଚାସିନଥିଲେ ପ୍ରାରମ୍ଭିକ ସୂଚନା ଓ ସଂପାଦକୀୟ ବିବରଣି ସଂପାଦକ ସରୋଜ କୁମାର ବେହେରା ଉପସ୍ଥାପନା କରିଥିଲେ ପ୍ରଥମେ ମଞ୍ଚାସିନ ଅତିଥିମାନେ ଶ୍ରୀଶ୍ରୀ ଜଗନ୍ନାଥ ଓ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଫଟୋ ଚିତ୍ରରେ ପୁଷ୍ପ, ଧୂପ, ଦୀପ, ଅର୍ପଣ ପୂର୍ବକ ଉତ୍ସବର ଶୁଭ ଉଦ୍‌ଘାଟନ କରିଥିଲେ ସରସ୍ଵତି ଶିଶୁ ବିଦ୍ଯାମନ୍ଦିର ଓ ପଞ୍ଚାୟତ ସମିତି ପ୍ରାଥମିକ ବିଦ୍ୟାଲୟର ଛାତ୍ରଛାତ୍ରୀମାନେ ଗୁରୁ ବନ୍ଦନା ଗାନ ପୂର୍ବକ ବ୍ୟାବ,ଫୁଲ ତୋଡା,ଉତ୍ତାୟନ ମଞ୍ଚାସିନି ଅତିଥି ମାନଙ୍କୁପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ବସନ୍ତ କୁମାର ଜୟସିଂହ, ଶ୍ରୀମତି ପ୍ରେମ ସିଲା ସାହୁ, ବିଶ୍ଵଜିତ ପଟ୍ଟନାୟକ,ଆଶିସ କୁମାର ସୁବୃଦ୍ଧି, ବୀର କିଶୋର ମହାରଣା ମଞ୍ଚ ପରିଚାଳନା କରିଥିଲେ ପ୍ରଧାନଶିକ୍ଷକ ଜାଗେଶ୍ଵର ମଙ୍ଗରାଜ ଓ ଶିକ୍ଷକ ସୁଧାକର ସେଠି ସଭାକୁ ସଂଯୋଜନା କରିଥିଲେ ଆସନ୍ତାବର୍ଷ ଅବସର ନେବାକୁ ଥିବା ବସନ୍ତ କୁମାର ପ୍ରହରାଜଙ୍କୁ ୰ରାଧାଶ୍ୟାମ ମହାପାତ୍ର ଗୁରୁଶ୍ରୀ ସ୍କୃତି ସମ୍ମାନ,ବଟକୃଷ୍ଣମିଲ୍ଲୀକଙ୍କୁ ୰ଗୌରାଙ୍ଗ ସାହୁଙ୍କ ଗୁରୁଶ୍ରୀ ସ୍ମୃତି ସମ୍ମାନ ମମତା ପାଟ୍ଟଯୋଶିଙ୍କ୰ ମେନକା ସାହୁ ଗୁରୁଶ୍ରୀସ୍ମୃତି . ସମ୍ମାନ ସହିତ ବେଗୁନିଆ ବ୍ଳକର ଆଦର୍ଶ ପ୍ରଧାନଶିକ୍ଷକ ସହକାରି ଶିକ୍ଷକ ୨୩ ଜଣଙ୍କୁ ଗୁରୁଶ୍ରୀ ସମ୍ମାନରେ ମଞ୍ଚାସିନଅତିଥି ମାନଙ୍କଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ସର୍ବଶେଷରେ ଶିକ୍ଷକ ବସନ୍ତ କୁମାର ଜୟସିଂହ ଧନ୍ୟବାଦ ଅର୍ପଣ କରିଥିଲେ ସରୋଜ କୁମାର ବେହେରା (ସଂପାଦକ) ମୋନଂ ୯୮୫୩୮୪୯୬୧୮