Day: April 6, 2024

କାର ଧକ୍କାରେ ପାଟଭୁକ୍ତା ମୃତ

ଛତ୍ରପୁର ,କାର ଧକ୍କାରେ ବରଦା ଦଣ୍ଡନାଚ ପାର୍ଟିର ପାଟଭୁକ୍ତାଙ୍କ ମୃତ୍ୟୁ ଘଟିଛି । ମୃତ ପାଟଭୁକ୍ତା ଜଣକ ଗଞ୍ଜାମ ବ୍ଲକ ବରଦା ଗ୍ରାମର କୃଷ୍ଣ ମହାପାତ୍ର ବୋଲି...

୪୪ ତମ ପ୍ରତିଷ୍ଠା ଦିବସ ଅବସର ରେ ଛତ୍ରପୁର ଠାରେ ବିଜେପିର ଶକ୍ତି ପ୍ରଦର୍ଶନ, ଏକ ମନ ଏକ ଲକ୍ଷ୍ୟ ହୋଇ କାର୍ଯ୍ୟ କରିବା ନିମନ୍ତେ ଆହ୍ୱାନ

ଛତ୍ରପୁର, ୬/୪ : ଛତ୍ରପୁର ଠାରେ ଭାରତୀୟ ଜନତା ପାର୍ଟି ୪୪ ତମ ପ୍ରତିଷ୍ଠା ଦିବସ ଅବସରରେ ଦଳ ପକ୍ଷରୁ ଶକ୍ତି ପ୍ରଦର୍ଶନ କରାଯାଇଛି । ବ୍ରହ୍ମପୁର...

ଡ଼ିଭାଇଡ଼ର୍ କୁ ଧକ୍କା ଦେଇ ଓଲଟିଲା ବୋଲେରୋ ପିକ୍ଅପ୍ ; ଦୁଇ ଦଣ୍ଡୁଆ ମୃତ, ପନ୍ଦର ଆହତ..

  ବେଲଗୁଣ୍ଠା, 06/04, ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ଦହିମୁଣ୍ଡଳୀ ଗ୍ରାମର ଦଣ୍ଡ ଭୂକ୍ତାଙ୍କୁ ନେଇ ଆସୁଥିବା ଏକ ବୋଲେରୋ ପିକ୍ଅପ୍ ହିଞ୍ଜିଳି ଥାନା ୫୯...

ଓଏସଏପି ଅଷ୍ଟମ ବାଟାଲିୟାନ ରେ ଵଡାଖାନା କାର୍ଯ୍ୟକ୍ରମରେ ଦୁର୍ଗପତିଙ୍କୁ ସମର୍ଦ୍ଧନା

      ଗଞ୍ଜାମ ସହର ଅନତିଦୂରରେ ରହିଥିବା ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନ ପକ୍ଷରୁ ବଡାଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଦୁର୍ଗପତି ଶାରଦା...

ମୁଣ୍ଡ ଉପରେ ନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଘୋଷଣା ପରେ ବଢୁଛି ଅସନ୍ତୋଷ ପ୍ରାର୍ଥୀ ପରିବର୍ତ୍ତନ ନ କଲେ ଦଳ ଛାଡିବାକୁ ଚେତାବନୀ …

ଗୁଣପୁର -ମାସକ ପରେ ସାଧାରଣ ନିର୍ବାଚନ । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିଭିନ୍ନ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ରାୟଗଡା ଜିଲ୍ଲା କଂଗ୍ରେସ...

କନିଷ୍ଠ ଯନ୍ତ୍ରୀଙ୍କୁ ୩ ବର୍ଷ ଜେଲ ଦଣ୍ଡ

  ଗୁଣୁପୁର,-ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ର ପୂର୍ବତନ କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ପଣ୍ଡା ଙ୍କୁ ଦୁର୍ନୀତି ନିବାରଣ ଅଦାଲତ ପକ୍ଷରୁ ୩ ବର୍ଷ ଜେଲ...

ଶିକ୍ଷାବିତ ସ୍ୱର୍ଗତ ବୃନ୍ଦାବାନ ପାଣିଗ୍ରାହି ଙ୍କ ଦ୍ୱାଦଶ ରେ ଶ୍ରଦ୍ଧାଞ୍ଜଳି..

      ଗଞ୍ଜାମ ସହର ର ବିଶିଷ୍ଟ ଶିକ୍ଷାବିତ ସ୍ୱର୍ଗତ ବୃନ୍ଦାବନ ପାଣିଗ୍ରାହି ଙ୍କ ଦ୍ୱାଦଶ ଦିବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି l ସ୍ଥାନୀୟ...

ବିଜେପି ଟିକେଟ୍ ପାଇବା ପରେ ନୀଳମଣିଙ୍କ ପ୍ରଥମ ବାଇକ୍ ରାଲୀ…

  ବେଲଗୁଣ୍ଠା,06/04, ସୋରଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ଦ୍ୱିତୀୟ ଥର ପାଇଁ ବିଜେପି ଟିକେଟ୍ ପାଇବା ପରେ ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ ଆଜି...

ମୋହନା ବିଧାନସଭା ବିଜେଡି ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ ରାମଗିରି ମାଁ କୁରେଈଶୁଣି ମନ୍ଦିର ଓ ଖ୍ରୀଷ୍ଟିଆନ ଚର୍ଚ୍ଚ ଠାରୁ ଆଶିର୍ବାଦ ନେଲେ….

ଗଜପତି ଜିଲ୍ଲାରେ ରହିଛି ଦୁଇଟି ନିର୍ବାଚନ ମଣ୍ଡଳୀ। ଗୋଟିଏ ପାରଳାଖେମୁଣ୍ଡି ଓ ଅନ୍ୟଟି ହେଉଛି ମୋହନା। ବହୁ ଅପେକ୍ଷାର ଅନ୍ତ୍ ଘଟାଇ ଦୁଇଟି ନିର୍ବାଚନ ମଣ୍ଡଳୀ ଲାଗି...

‘ନବୀନ’ ର ବିଷୁବ ମିଳନ ଉତ୍ସବରେ ବିଶିଷ୍ଟ ପ୍ରତିଭାଧାରୀଙ୍କୁ ସମ୍ମାନ ପାଇଁ ନିଷ୍ପତ୍ତି…

ବ୍ରହ୍ମପୁର,ଓଡିଶାର ସର୍ବ ପୁରାତନ ସାପ୍ତାହିକ ଖବରକାଗଜ 'ନବୀନ' ର 26ତମ ବିଷୁବମିଳନ ସମାରୋହ ଆଗାମୀ ମେଷ ସଂକ୍ରାନ୍ତି ଏପ୍ରିଲ 14 ତାରିଖ ଦିନ ଅପରାହ୍ନ 3ଘ.30ମି.ସମୟରେ ବ୍ରହ୍ମପୁର...