May 19, 2024

ଶିକ୍ଷାବିତ ସ୍ୱର୍ଗତ ବୃନ୍ଦାବାନ ପାଣିଗ୍ରାହି ଙ୍କ ଦ୍ୱାଦଶ ରେ ଶ୍ରଦ୍ଧାଞ୍ଜଳି..

Share

 

 

 

ଗଞ୍ଜାମ ସହର ର ବିଶିଷ୍ଟ ଶିକ୍ଷାବିତ ସ୍ୱର୍ଗତ ବୃନ୍ଦାବନ ପାଣିଗ୍ରାହି ଙ୍କ ଦ୍ୱାଦଶ ଦିବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି l ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା,ଗଞ୍ଜାମ ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ,ପୌରାଞ୍ଚଳ ବରିଷ୍ଟ ନାଗରିକ ପରିଷଦ, ଗଞ୍ଜାମ ପ୍ରେସ କ୍ଳବ,ମିଡ଼ିଆ ହାଉସ,ଛତ୍ରପୁର ପ୍ରେସକ୍ଳବ ର କର୍ମକର୍ତ୍ତା, ସଦସ୍ୟ, ବହୁ ବୁଦ୍ଧିଜୀବୀ ଯୋଗଦେଇ ସ୍ୱର୍ଗତ ପାଣିଗ୍ରାହି ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ l ତାଙ୍କ ସୁପୁତ୍ର ପ୍ରଦୀପ କୁମାର ପଣ୍ଡା ଙ୍କ ସହ ଆତ୍ମିୟ ସ୍ୱଜ୍ଜନ, ପ୍ରିୟଜନ ଉପସ୍ଥିତ ରହି ଏହି ଦ୍ରୁବଳ କାର୍ଯ୍ୟର ସୁପରିଚାଳନା କରିଥିଲେ l ସ୍ୱର୍ଗତ ପାଣିଗ୍ରାହି ଆଦର୍ଶ ଶିକ୍ଷକ, ପରପୋକାରୀ, ମେଳାପୀ, ଆଧ୍ୟାତ୍ମିକବାଦୀ, ସ୍ୱଷ୍ଟବାଦୀ, ସମାଜସେବୀ ପ୍ରକୃତି ର ବ୍ୟକ୍ତିତ୍ୱ ରହିଥିବାରୁ ତାଙ୍କର ଗୁଣଗାନ କରାଯାଇଥିଲା l(ପ୍ରଦୀପ କୁମାର ପଣ୍ଡା)