July 2, 2026

upanta odisha

“ବ୍ରହ୍ମ ଜଗନ୍ନାଥ ମିଶନ” ର ନବମ ବାର୍ଷିକ ଉତ୍ସବ,ଓ କବିତା ଆସର

  କୁଜଙ୍ଗ ତା ୨୧/୦୪/୨୬   ( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )   ତାଳ ଗୋଟମା ଓ ଖଡ଼ିକା କାଠିରୁ ତିଆରି ରଥଯାତ୍ରା...

ଅକ୍ଷୟ ତୃତୀୟା ରେ ଅଖିମୁଠି ପ୍ରଦାନ କୋଟପାଡ଼ରେ ଜ଼ିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ

21/4/26-ସୋମବାର ଦିନ ପବିତ୍ର ଅକ୍ଷୟ ତୃତୀୟା ଅବସର ରେ ସରକାରୀ କୃଷି ଫାର୍ମ, କୋଟପାଡ ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର ଆନୁକୁଲ୍ୟ...

ପୋଖରି ପ୍ରତିଷ୍ଠା , ନାମ ଯଜ୍ଞ , ଘୃତ ଯଜ୍ଞ , ଜ୍ଞାନ ଯଜ୍ଞ ଓ ଅନ୍ନ ଯଜ୍ଞ ପାଇଁ ଶୁଭ ଖୁଣ୍ଟି ସ୍ଥାପନ

  ଦେଲଗୁଣା:(ସୁକାନ୍ତ କୁମାର ନାୟକଙ୍କ ରିପୋର୍ଟ) ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗୋବରା କଲେଜ ଛକଠାରେ ଥିବା ବୈକୁଣ୍ଠ ନାଥ ମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ପୋଖରି ପ୍ରତିଷ୍ଠା,...

ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ରେ ସାମୂହିକ ବିବାହ ଉତ୍ସବ ସମ୍ପନ୍ନ

  *୧୭ ଯୋଡ଼ି ଦମ୍ପତିଙ୍କ ସାମୁହିକ ବିବାହ ସମ୍ପନ୍ନ*   ପାରଳାଖେମୁଣ୍ଡି,ତା.୨୧.୦୪.୨୦୨୬   ଗଜପତି ଜିଲ୍ଲା ପ୍ରଶାସନ ଆଜି ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ...

ଗ୍ୟାସ ସିଲିଣ୍ଡର ଚୋରା ଚାଳାଣ ପଣ୍ଡ। ଡ୍ରାଇଭର ଅଟକ

  ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ଗୋଟେପଟେ ଘରୋଇ ରନ୍ଧନ ଗ୍ୟାସ ଓ ବ୍ୟବସାୟିକ ରନ୍ଧନ ଗ୍ୟାସ ସିଲିଣ୍ଡର ବିତରଣରେ ଘୋର ଅସୁବିଧା ଦେଖାଦେଉଥିବା ବେଳେ, ସାଧାରଣ ଲୋକେ...

ଉମରକୋଟ ରୁ ବିଶାଖାପାଟଣା କୁ ଗଡ଼ିଲା ଦୁଇଗୋଟି ନୂତନ ସରକାରୀ ଏସି ବସ……….. 

  ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) -୨୦-୦୪-୨୬-ଆଜି ଠାରୁ ଉମରକୋଟ ଠାରୁ ବିଶାଖାପାଟଣା କୁ ଗଡିଲା ଦୁଇ ଗୋଟି ନୂଆ ଏସି ବସ।ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ...

ଉମରକୋଟ ରେ ୩୦୦ ହିତାଧିକାରୀ ଙ୍କୁ ବସୁନ୍ଧରା ଓ ଜଙ୍ଗଲ ଜମି ପଟା ବଣ୍ଟନ କଲେ ଗଣଶିକ୍ଷା ମନ୍ତ୍ରୀ………….

  ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଉମରକୋଟ ତହସିଲ ଅଫିସ୍ ରେ ଏକ ବିରାଟ ପଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଇଥିଲା।...

ଜଣେ ଆୟୁଷ ଡାକ୍ତରରେ ଚାଲିଛି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର..

    ବେଲଗୁଣ୍ଠା (ସୁକାନ୍ତ କୁମାର ନାୟକଙ୍କ ରିପୋର୍ଟ ) ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି...

ଉଦଯାପିତ ହେଲା ୧୫ଏବଂ ୧୭ବର୍ଷରୁ କମ ୨୫ତମ ଅଲ ଇଣ୍ଡିଆ T-20 କ୍ରିକେଟ ଟୁର୍ନାମେଣ୍ଟ

  ଆଜି ପୁରୀ ଜଗନ୍ନାଥ ଷ୍ଟାଡିଅମ ଠାରେ ଅଲ ଇଣ୍ଡିଆ କ୍ରିକେଟ ରିସର୍ଚ୍ଚ ଇନଷ୍ଟିଚୁଟ ( AICRI ) ଆନୁକୂଲ୍ୟରେ ୧୫ବର୍ଷ ଏବଂ ୧୭ବର୍ଷରୁ କମ ୨୫ତମ...

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ ପକ୍ଷରୁ ସ୍କିଲ ଫେଷ୍ଟ ଅନୁଷ୍ଠିତ l ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ ପକ୍ଷରୁ ସ୍କିଲ୍ ଫେଷ୍ଟ ୨୦୨୬ ପୁରୀ ଟାଉନ୍ ହଲ୍ ଠାରେ ଏପ୍ରିଲ୍ ଦୁଇ ଦିନ ପାଇଁ ଅନୁଷ୍ଠିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମରେ ସାରା ଓଡିଶାର ପ୍ରତିଭା ମାନେ ଭାଗ ନେଇଛନ୍ତି, ବିଭିନ୍ନ ବିଭାଗ ଯଥା ଯୋଗ, ବକ୍ତୃତା, ରଚନା, ଚିତ୍ରକଳା,ଭଜନ ନୃତ୍ୟ, ଆଧୁନିକ ନୃତ୍ୟ, ଫ୍ୟାସନ ଶୋ ତଥା ମା ମାନଙ୍କ ର ନୃତ୍ୟ ଇତ୍ୟାଦିରେ ପ୍ରତିଯୋଗୀ ମାନେ ଅତି ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ଚନ୍ଦ୍ରଧ୍ୱଜ ସାହୁ ମଞ୍ଚ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥଙ୍କ ବରିଷ୍ଠ ସେବାୟତ ଶ୍ରୀ ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ପୁରୀ ଅର୍ବାନ କୋଅପରେଟିଭ ବ୍ୟାଙ୍କ୍ ର ଡାଇରେକ୍ଟର ତଥା ଆଡଭୋକେଟ୍ ଡ଼ଃ ପ୍ରଧାନ୍ ଧୀରେନ୍ ରାୟ, ଧୁଡୁ ନୁ ଫାଉଣ୍ଡେସନ ର ସଭାପତି ଶ୍ରୀମତୀ ବନ୍ଦନା ହରିଚନ୍ଦନ,ଆନ୍ତର୍ଜାତିକ ଯୋଗ ଗୁରୁ ଶ୍ରୀଯୁକ୍ତ ଜମ୍ବେଶ୍ଵର ଖୁଣ୍ଟିଆ, ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ନିହାର ରଞ୍ଜନ ବେହେରା, ଯୁବନେତା ତଥା ସମାଜସେବୀ ମହିମା ଜେନା, ସମାଜସେବୀ ଆଇନଜୀବି ଅନିରୁଦ୍ଧ ରାଉତ, ବିଜୁଛାତ୍ର ଜନତା ଦଳ ପୁରୀ ସଭାପତି ରାଜେଶ ରଥ, ଓଡ଼ିଶା ଜନତା ପାର୍ଟି ର ରାଜ୍ୟ ଉପସଭାପତି ତଥା ଟ୍ରଷ୍ଟ ର ଉପସଭାପତି ଶ୍ରୀ ସଂଜୀବ କୁମାର ମହାପାତ୍ର, ବିଶିଷ୍ଟ ଶିକ୍ଷାବିତ ତଥା ଟ୍ରଷ୍ଟ ର ଉପସଭାପତି ଡଃ ନିରଞ୍ଜନ ମିଶ୍ର ଏବଂ ଅନୁଷ୍ଠାନର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ରହି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତ୍ତରଣ କରିଥିଲେ ଶେଷର ଗ୍ରୁଭ୍ ୟାଡ୍ ର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

  ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ ପକ୍ଷରୁ ସ୍କିଲ୍ ଫେଷ୍ଟ ୨୦୨୬ ପୁରୀ ଟାଉନ୍ ହଲ୍ ଠାରେ ଏପ୍ରିଲ୍ ଦୁଇ ଦିନ ପାଇଁ ଅନୁଷ୍ଠିତ ହୋଇଯାଇଛି, ଏହି...

Read MoreRead more about ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ ପକ୍ଷରୁ ସ୍କିଲ ଫେଷ୍ଟ ଅନୁଷ୍ଠିତ l ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ ପକ୍ଷରୁ ସ୍କିଲ୍ ଫେଷ୍ଟ ୨୦୨୬ ପୁରୀ ଟାଉନ୍ ହଲ୍ ଠାରେ ଏପ୍ରିଲ୍ ଦୁଇ ଦିନ ପାଇଁ ଅନୁଷ୍ଠିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମରେ ସାରା ଓଡିଶାର ପ୍ରତିଭା ମାନେ ଭାଗ ନେଇଛନ୍ତି, ବିଭିନ୍ନ ବିଭାଗ ଯଥା ଯୋଗ, ବକ୍ତୃତା, ରଚନା, ଚିତ୍ରକଳା,ଭଜନ ନୃତ୍ୟ, ଆଧୁନିକ ନୃତ୍ୟ, ଫ୍ୟାସନ ଶୋ ତଥା ମା ମାନଙ୍କ ର ନୃତ୍ୟ ଇତ୍ୟାଦିରେ ପ୍ରତିଯୋଗୀ ମାନେ ଅତି ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ଚନ୍ଦ୍ରଧ୍ୱଜ ସାହୁ ମଞ୍ଚ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥଙ୍କ ବରିଷ୍ଠ ସେବାୟତ ଶ୍ରୀ ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ପୁରୀ ଅର୍ବାନ କୋଅପରେଟିଭ ବ୍ୟାଙ୍କ୍ ର ଡାଇରେକ୍ଟର ତଥା ଆଡଭୋକେଟ୍ ଡ଼ଃ ପ୍ରଧାନ୍ ଧୀରେନ୍ ରାୟ, ଧୁଡୁ ନୁ ଫାଉଣ୍ଡେସନ ର ସଭାପତି ଶ୍ରୀମତୀ ବନ୍ଦନା ହରିଚନ୍ଦନ,ଆନ୍ତର୍ଜାତିକ ଯୋଗ ଗୁରୁ ଶ୍ରୀଯୁକ୍ତ ଜମ୍ବେଶ୍ଵର ଖୁଣ୍ଟିଆ, ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ନିହାର ରଞ୍ଜନ ବେହେରା, ଯୁବନେତା ତଥା ସମାଜସେବୀ ମହିମା ଜେନା, ସମାଜସେବୀ ଆଇନଜୀବି ଅନିରୁଦ୍ଧ ରାଉତ, ବିଜୁଛାତ୍ର ଜନତା ଦଳ ପୁରୀ ସଭାପତି ରାଜେଶ ରଥ, ଓଡ଼ିଶା ଜନତା ପାର୍ଟି ର ରାଜ୍ୟ ଉପସଭାପତି ତଥା ଟ୍ରଷ୍ଟ ର ଉପସଭାପତି ଶ୍ରୀ ସଂଜୀବ କୁମାର ମହାପାତ୍ର, ବିଶିଷ୍ଟ ଶିକ୍ଷାବିତ ତଥା ଟ୍ରଷ୍ଟ ର ଉପସଭାପତି ଡଃ ନିରଞ୍ଜନ ମିଶ୍ର ଏବଂ ଅନୁଷ୍ଠାନର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ରହି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତ୍ତରଣ କରିଥିଲେ ଶେଷର ଗ୍ରୁଭ୍ ୟାଡ୍ ର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l