April 24, 2026

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ ପକ୍ଷରୁ ସ୍କିଲ ଫେଷ୍ଟ ଅନୁଷ୍ଠିତ l ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ ପକ୍ଷରୁ ସ୍କିଲ୍ ଫେଷ୍ଟ ୨୦୨୬ ପୁରୀ ଟାଉନ୍ ହଲ୍ ଠାରେ ଏପ୍ରିଲ୍ ଦୁଇ ଦିନ ପାଇଁ ଅନୁଷ୍ଠିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମରେ ସାରା ଓଡିଶାର ପ୍ରତିଭା ମାନେ ଭାଗ ନେଇଛନ୍ତି, ବିଭିନ୍ନ ବିଭାଗ ଯଥା ଯୋଗ, ବକ୍ତୃତା, ରଚନା, ଚିତ୍ରକଳା,ଭଜନ ନୃତ୍ୟ, ଆଧୁନିକ ନୃତ୍ୟ, ଫ୍ୟାସନ ଶୋ ତଥା ମା ମାନଙ୍କ ର ନୃତ୍ୟ ଇତ୍ୟାଦିରେ ପ୍ରତିଯୋଗୀ ମାନେ ଅତି ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ଚନ୍ଦ୍ରଧ୍ୱଜ ସାହୁ ମଞ୍ଚ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥଙ୍କ ବରିଷ୍ଠ ସେବାୟତ ଶ୍ରୀ ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ପୁରୀ ଅର୍ବାନ କୋଅପରେଟିଭ ବ୍ୟାଙ୍କ୍ ର ଡାଇରେକ୍ଟର ତଥା ଆଡଭୋକେଟ୍ ଡ଼ଃ ପ୍ରଧାନ୍ ଧୀରେନ୍ ରାୟ, ଧୁଡୁ ନୁ ଫାଉଣ୍ଡେସନ ର ସଭାପତି ଶ୍ରୀମତୀ ବନ୍ଦନା ହରିଚନ୍ଦନ,ଆନ୍ତର୍ଜାତିକ ଯୋଗ ଗୁରୁ ଶ୍ରୀଯୁକ୍ତ ଜମ୍ବେଶ୍ଵର ଖୁଣ୍ଟିଆ, ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ନିହାର ରଞ୍ଜନ ବେହେରା, ଯୁବନେତା ତଥା ସମାଜସେବୀ ମହିମା ଜେନା, ସମାଜସେବୀ ଆଇନଜୀବି ଅନିରୁଦ୍ଧ ରାଉତ, ବିଜୁଛାତ୍ର ଜନତା ଦଳ ପୁରୀ ସଭାପତି ରାଜେଶ ରଥ, ଓଡ଼ିଶା ଜନତା ପାର୍ଟି ର ରାଜ୍ୟ ଉପସଭାପତି ତଥା ଟ୍ରଷ୍ଟ ର ଉପସଭାପତି ଶ୍ରୀ ସଂଜୀବ କୁମାର ମହାପାତ୍ର, ବିଶିଷ୍ଟ ଶିକ୍ଷାବିତ ତଥା ଟ୍ରଷ୍ଟ ର ଉପସଭାପତି ଡଃ ନିରଞ୍ଜନ ମିଶ୍ର ଏବଂ ଅନୁଷ୍ଠାନର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ରହି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତ୍ତରଣ କରିଥିଲେ ଶେଷର ଗ୍ରୁଭ୍ ୟାଡ୍ ର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

IMG-20260421-WA0031
Share

 

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ ପକ୍ଷରୁ ସ୍କିଲ୍ ଫେଷ୍ଟ ୨୦୨୬ ପୁରୀ ଟାଉନ୍ ହଲ୍ ଠାରେ ଏପ୍ରିଲ୍ ଦୁଇ ଦିନ ପାଇଁ ଅନୁଷ୍ଠିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମରେ ସାରା ଓଡିଶାର ପ୍ରତିଭା ମାନେ ଭାଗ ନେଇଛନ୍ତି, ବିଭିନ୍ନ ବିଭାଗ ଯଥା ଯୋଗ, ବକ୍ତୃତା, ରଚନା, ଚିତ୍ରକଳା,ଭଜନ ନୃତ୍ୟ, ଆଧୁନିକ ନୃତ୍ୟ, ଫ୍ୟାସନ ଶୋ ତଥା ମା ମାନଙ୍କ ର ନୃତ୍ୟ ଇତ୍ୟାଦିରେ ପ୍ରତିଯୋଗୀ ମାନେ ଅତି ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ଚନ୍ଦ୍ରଧ୍ୱଜ ସାହୁ ମଞ୍ଚ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥଙ୍କ ବରିଷ୍ଠ ସେବାୟତ ଶ୍ରୀ ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ପୁରୀ ଅର୍ବାନ କୋଅପରେଟିଭ ବ୍ୟାଙ୍କ୍ ର ଡାଇରେକ୍ଟର ତଥା ଆଡଭୋକେଟ୍ ଡ଼ଃ ପ୍ରଧାନ୍ ଧୀରେନ୍ ରାୟ, ଧୁଡୁ ନୁ ଫାଉଣ୍ଡେସନ ର ସଭାପତି ଶ୍ରୀମତୀ ବନ୍ଦନା ହରିଚନ୍ଦନ,ଆନ୍ତର୍ଜାତିକ ଯୋଗ ଗୁରୁ ଶ୍ରୀଯୁକ୍ତ ଜମ୍ବେଶ୍ଵର ଖୁଣ୍ଟିଆ, ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ନିହାର ରଞ୍ଜନ ବେହେରା, ଯୁବନେତା ତଥା ସମାଜସେବୀ ମହିମା ଜେନା, ସମାଜସେବୀ ଆଇନଜୀବି ଅନିରୁଦ୍ଧ ରାଉତ, ବିଜୁଛାତ୍ର ଜନତା ଦଳ ପୁରୀ ସଭାପତି ରାଜେଶ ରଥ, ଓଡ଼ିଶା ଜନତା ପାର୍ଟି ର ରାଜ୍ୟ ଉପସଭାପତି ତଥା ଟ୍ରଷ୍ଟ ର ଉପସଭାପତି ଶ୍ରୀ ସଂଜୀବ କୁମାର ମହାପାତ୍ର, ବିଶିଷ୍ଟ ଶିକ୍ଷାବିତ ତଥା ଟ୍ରଷ୍ଟ ର ଉପସଭାପତି ଡଃ ନିରଞ୍ଜନ ମିଶ୍ର ଏବଂ ଅନୁଷ୍ଠାନର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ରହି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତ୍ତରଣ କରିଥିଲେ ଶେଷର ଗ୍ରୁଭ୍ ୟାଡ୍ ର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

You may have missed