ବେଲଗୁଣ୍ଠାରେ ମଧୁବାବୁ ଜୟନ୍ତୀ ଓ ସ୍ୱାଭିମାନ ଦିବସ ପାଳିତ: ଉତ୍କଳ ଗୌରବଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଅତିଥିଙ୍କ ଆହ୍ୱାନ
ବେଲଗୁଣ୍ଠା- ୨୮/୪-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ସହରସ୍ଥିତ ଲକ୍ଷ୍ମୀ ନାରାୟଣ ଇଣ୍ଟରପ୍ରାଇଜେସ୍ ପରିସରରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ମହାନ୍ ଜନନାୟକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ...
