କବିସୂର୍ଯ୍ୟନଗର ଥାନା ହାଜତରେ ସୁଶାନ୍ତ ସାହୁଙ୍କୁ ନିର୍ଯ୍ୟାତନା ଓ ମୃତ୍ୟୁ ପାଇଁ ସମ୍ପୃକ୍ତ ଆଇପିଏସ୍ ଅଧିକାରୀ ଓ ଅନ୍ୟ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ହତ୍ୟା ମୋକଦ୍ଦମା ଦାୟର କରାଯାଉ ..
*ମୃତ ସୁଶାନ୍ତ ସାହୁଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଉ ।* *ପରିବାରର ଜଣଙ୍କୁ ସରକାରୀ ଚାକିରୀ ପ୍ରଦାନ କରାଯାଉ...
