ସନାତନପାଲି କ୍ରିକେଟ କ୍ଳବ ପକ୍ଷରୁ ତ୍ରିଦୀବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୈରାଗୀପାଲିକୁ ହରାଇ ଚାଉଁରପୁର ବିଜୟୀ
ସମ୍ବଲପୁର, ୧୫. ୦୩():ସନାତନପାଲି କ୍ରିକେଟ କ୍ଳବ ପକ୍ଷରୁ ସନାତନପାଲି ଠାରେ ଚାଲିଥିବା ତ୍ରିଦୀବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଚାଉଁରପୁର ୱିନର ବୈରାଗୀପାଲି ରନର ଭାବେ ବିଜୟୀ ହୋଇଛନ୍ତି।...
