ମାର୍କେଟ ଟର୍ମିନାଲକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ଥାନୀୟ ଅଧିବାସୀଙ୍କ ଦାବିପତ୍ର ପ୍ରଦାନ:ଉତ୍ତରରେ କହିଲେ ବିଜେପି ସରକାର ଆସିଲେ ଚାଷୀଙ୍କ ସ୍ୱପ୍ନ ପୂରଣ ହେବ -ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର: ପଶ୍ଚିମ ଓଡିଶାର ଚାଷୀ ମାନଙ୍କ ବୃହତ୍ତର ସ୍ୱାର୍ଥ ସହ ଜଡିତ ପ୍ରସ୍ତବିତ ନିଲଡୁଙ୍ଗରୀ ବୃହତ ମାର୍କେଟ ଟର୍ମିନାଲ ପ୍ରକଳ୍ପ ପ୍ରତିଷ୍ଠା ନେଇ ଲୋକଙ୍କ ଦୀର୍ଘ ଦିନର...
