May 20, 2024

ଗୁଣୁପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସର ପ୍ରଚାର ଜୋରଦାର

Share

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ଆସନ୍ତା ମେ ମାସ ୧୩ ତାରିଖରେ ଓଡ଼ିଶାରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଚଳଚଞ୍ଚଳ ରାଜନୀତି । ବିଭିନ୍ନ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ରାୟଗଡା ଜିଲ୍ଲା ଗୁଣୁପୁର ଅଞ୍ଚଳରେ କଂଗ୍ରେସ ପ୍ରାର୍ଥୀ ସତ୍ୟଜିତ ଗମାଙ୍ଗ ନିଜର ପ୍ରଚାର ଜୋରଦାର କରିଛନ୍ତି । ଗୁଣୁପୁର ପୌର ପରିଷଦ ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ଙ୍କ ପ୍ରତ୍ୟକ୍ଷ ସହଯୋଗ ରେ ଗାଁ କୁ ଗାଁ ଘରକୁ ଘର ବୁଲିବୁଲି ପ୍ରଚାର କାର୍ଯ୍ୟ ଜାରୀ ରଖିଛନ୍ତି । ଆଜି ସହରର ୬,୭,୮,୯,୧୨,୧୩,୧୪ ଓ ୧୫ ନମ୍ବର ୱାର୍ଡ ରେ କଂଗ୍ରେସ ପକ୍ଷରୁ ପ୍ରଚାର କରାଯାଇଥିଲା ।

You may have missed