ମହେନ୍ଦ୍ରଗିରିରେ ମହେନ୍ଦ୍ର ମେଳାର ଶୁଭାରମ୍ଭ୧୦ ହଜାରରୁ ଉର୍ଧ୍ଵ ମହିଳା ପର୍ଶୁରାମ କୁଣ୍ଡରୁ କଳସ ଧରି ୭ କିମି ପାହାଡ଼ ଚଢି ମହେନ୍ଦ୍ରଗିରିରେ ପହଞ୍ଚିଲେ, ବେଦ, ମନ୍ତ୍ର, ଶଙ୍ଖ ଧ୍ବୀନିରେ ପ୍ରକମ୍ପିତ ହେଲା ମହେନ୍ଦ୍ରଗିରି
ପାରଳାଖେମୁଣ୍ଡି:୨/୬(ଗରୁଡ଼ ଧ୍ଵଜ ଚୌଧୁରୀ) ପୁରାଣ ପ୍ରସିଦ୍ଧ ଅତି ପ୍ରାଚୀନ ଶୈବପୀଠ ମହେନ୍ଦ୍ରଗିରିରେ ମହେନ୍ଦ୍ର ମେଳାର ଶୁଭାରମ୍ଭ ହୋଇଯାଇଛି। 10 ହଜାରରୁ ଉର୍ଧ୍ଵ ମହିଳା ପବିତ୍ର ପର୍ଶୁରାମ...
