November 25, 2024

ବୁଗୁଡ଼ାରେ ୭୭ତମ ସ୍ବାଧୀନତା ଦିବସ ପାଳିତ

Share


ବୁଗୁଡ଼ାରେ ୭୭ତମ ସ୍ବାଧୀନତା ଦିବସ ପାଳିତ
ବୁଗୁଡ଼ା : ତା ୧୬/୦୮/୨୩ : ବୁଗୁଡ଼ା ଅଞ୍ଚଳର ବିଭିନ୍ନ
ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜାତୀୟ
ପତାକା ଉତ୍ତୋଳନ ପୂର୍ବକ ୭୭ତମ ସ୍ବାଧୀନତା ଦିବସ
ଆନନ୍ଦ-ଉଲ୍ଲାସରେ ପାଳିତ ହୋଇଯାଇଛି । ଏ
ଅବସରରେ ସ୍ଥାନୀୟ ମିଡିଆ କ୍ଲବରେ ଉପସଭାପତି ମନୋରଞ୍ଜନ ଦାଶ , କାରଗିଲ୍ ସହିଦ ସ୍ମୃତିପୀଠରେ ସଭାପତି ସୂର୍ଯ୍ୟ ନାରାୟଣ ଦାଶ , ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ସଭାପତି ପୂର୍ଣ୍ଣଚନ୍ଦ୍ର ପାତ୍ର, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ସମ୍ପାଦକ ରମେଶ ଚନ୍ଦ୍ର ଆଲଟିଆ , ନିୟୁ ଏରା ପବ୍ଲିକ୍ ସ୍କୁଲରେ ଉପସଭାପତି ବିଶ୍ବ ମୋହନ ମିଶ୍ର, ବି.ଏନ୍. ପବ୍ଲିକ୍ ସ୍କୁଲରେ ଏମଡି ଚନ୍ଦନ ଚର୍ଚ୍ଚିତ ପାତ୍ର, ପିପୁଲ୍ସ ହାଇସ୍କୁଲରେ ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରା , ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ
ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ୟୁ.ରବି କୁମାର ,
ବୁଦ୍ଧଗିରି ବିଦ୍ୟାପୀଠରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ପ୍ରଧାନ , ପିପୁଲ୍ସ କଲେଜରେ
ଅଧ୍ୟକ୍ଷ ହରିକୃଷ୍ଣ ନାୟକ , ମହିଳା ମହାବିଦ୍ୟାଳୟରେ
ଅଧ୍ଯକ୍ଷ ମନୋଜ କୁମାର ସ୍ବାଇଁ, ବାଲିପଦର କଲେଜରେ ଅଧ୍ୟକ୍ଷ ବି.ପ୍ରକାଶ ଚନ୍ଦ୍ର ପାତ୍ର, ମାଣିତରା କଲେଜରେ ଅଧ୍ୟକ୍ଷ ଅନୁପ କୁମାର ପଣ୍ଡା, ବ୍ଲକ୍ କାର୍ଯ୍ୟାଳୟରେ ଅଧ୍ଯକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ , ଏନ୍ଏସି କାର୍ଯ୍ୟାଳୟରେ ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ , ବିଜୁ ଜନତା ଦଳ କାର୍ଯାଳୟରେ ବ୍ଲକ ସଭାପତି ମଦନ ଗୋପାଳ ଦୋରା, ତହସିଲ କାର୍ଯ୍ୟାଳୟରେ ତହସିଲଦାର ତାପସ ରାଉତ , ପୋଲିସ ଥାନାରେ ଆଇଆଇସି ଚିତ୍ତ ରଞ୍ଜନ ବେହେରା , ବନ ବିଭାଗ କାର୍ଯ୍ୟାଳୟରେ ରେଞ୍ଜର ପ୍ରଦୀପ କୁମାର ମିଶ୍ର, ଅବକାରୀ ଥାନାରେ ରାମେଶ୍ଵର ବେହେରା ,ଦମକଳ କେନ୍ଦ୍ରରେ ଅଗ୍ନିଶମ ଅଧିକାରୀ ସଞ୍ଜୟ ରାଉତ , ଅଦାଲତରେ ବିଚାରପତି ପରିଣିତା ନାୟକ , ବାଘୁଆ ଜଳସେଚନ କାର୍ଯ୍ୟାଳୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ପାଳ, କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଗୟାଚାନ୍ଦ ନାୟକ,ଆଇସିଡିଏସ କାର୍ଯ୍ୟାଳୟରେ ବବିତା ପଣ୍ଡା ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।