April 26, 2026

Day: October 27, 2024

ରାସ୍ତା ନଥିବାରୁ ମିଳିଲାନି ଆମ୍ବୁଲାସ ସେବା —

    ମୋହନା (ସନ୍ତୋଷ ଗୌଡ଼)ଗଜପତି ଜିଲ୍ଲା ମୋହନା ବ୍ଳକ ନିକଟସ୍ଥ ଡମ୍ବଗୁଡ଼ା ପଞ୍ଚାୟତ ନିଲ୍ଡିକିଆ ଗ୍ରାମର ମମିତା ମଲ୍ଲିକ ଙ୍କୁ ମିଳିଲାନି ଆମ୍ବୁଲାନ୍ସ ସେବା ।...

ବାଣପୁର ବାଲୁଗାଁ ରୋଟାରୀ କ୍ଳବର ପ୍ରତିଷ୍ଠା ଦିବସ ପାଳନ

  ବାଲୁଗାଁ ତା ୨୭।୧୦ ବାଣପୁର ବାଲୁଗାଁ ରୋଟାରୀ କ୍ଳବ ତା'ର ପ୍ରତିଷ୍ଠା ଦିବସ ପାଳନ କରିଛି । ୧୯୮୮ ମସିହା ଅକ୍ଟୋବର ୨୭ ତାରିଖରେ ରୋଟାରୀ...

ପୁଣ୍ଣ୍ୟଶ୍ଳୋକ ପଣ୍ଡିତ ଗୋଦାବରୀଶଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ..

  ବାଣପୁର - ସତ୍ୟବାଦୀ ପଞ୍ଚସଖା ଯୁଗର ଅନନ୍ୟ ସାରସ୍ବତ ସାଧକ, ନିସ୍ୱାର୍ଥପର ଜନ ସେବକ, ପ୍ରବୀଣ ରାଜନୀତିଜ୍ଞ, ଓଡିଆ ଭାଷା ସାହିତ୍ୟର ଏକୋନିଷ୍ଠପୂଜାରୀ ପଣ୍ଡିତ ଗୋଦାବରୀଶ...

ପେଟ ବିକଳ ନ ସହି ଦାଦନ ଖଟିବାକୁ ଯାଇ ଦୁଇ ଶ୍ରମିକ ମୃତ—

    ଗଞ୍ଜାମ(ପ୍ରଦୀପ କୁମାର ପଣ୍ଡା) ମହାରାଷ୍ଟ୍ରରେ ପାଣିଟାଙ୍କି ଭୁଶୁଡି ଦାଦନ ଖଟିବାକୁ ଯାଇଥିବା ଗଞ୍ଜାମ ବ୍ଳକର ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି l ଏକ...

ଆଜି ତା 27/10/2024 ରିଖ ରବିବାର ଦିନ ଅପରାହ୍ନ ୪ଟାରେ ପୁରୀ ଜିଲ୍ଲା ବଡ଼ଦାଣ୍ଡ ବଡ଼ଶଙ୍ଖ ସ୍ଥିତ ରାଣୀସତୀ ଭବନ ଠାରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି..

ବ୍ରାହ୍ମଣ ସମାଜ କୁ ଅପମାନ  ପାଉଁଶ ତଳର ନିଆଁ ଏବେ କୁହୁଳି ବିସ୍ଫୋରଣ ହେବାକୁ ବସିଲାଣି —–

ପୁରୀ (ରମେଶ ସାହୁ)ଗତ ୨୪ତାରିଖରେ ଏକ ଦୈନିକ ଖବର କାଗଜରେ ସାମ୍ବାଦିକ ଏବଂ ସ୍ତମ୍ଭକାର ସମ୍ବିତ ସାହୁଙ୍କ ବ୍ରାହ୍ମଣ ଜାତିକୁ ଆକ୍ଷେପ କରି "ଢ଼ିଙ୍କିଶାଳରୁ ଢେଙ୍କାନାଳ "...

ସଂଗଠନ ପର୍ବ ‘ସଦସ୍ୟତା ଅଭିଯାନ-୨୦୨୪’ ଅନୁଷ୍ଠିତ। 

    ବୋଲଗଡ଼,(ଉପାନ୍ତ ଖବର): ବୋଲଗଡ଼ ନନ୍ଦିଘୋଷ ଭବନ ପରିସରରେ ବୋଲଗଡ଼ ବ୍ଳକ୍ ର ଭାଜପା କର୍ମକର୍ତ୍ତା ମାନଙ୍କୁ ନେଇ ସଦସ୍ୟତା ଅଭିଯାନ-୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।...

କୋରାପୁଟ “ପରବ” ଦୁଧାରୀ ମାଉଲୀମାଁ ମନ୍ଦିର ରୁ ଶୁଭାରମ୍ଭ—-

  କୋରାପୁଟ( ହରିଶ୍ ପଟ୍ଟନାୟକ)କୋରାପୁଟ ଜିଲ୍ଲା ଐତିହାସିକ ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ନେଇ ପ୍ରତି ବର୍ଷ ଭଳି ଚଳିତ ବର୍ଷ ଜାତୀୟ ସ୍ତରୀୟ ଆଦିବାସୀ ସାଂସ୍କୃତିକ...

ହିନ୍ଦୁ ଜାଗରଣ ଅନୁଷ୍ଠାନ ର ପ୍ରଥମ ବୈଠକ 

    ଗଞ୍ଜାମ :   ଗଞ୍ଜାମ ସହର ସ୍ଥିତ ରାମଲିଙ୍ଗେଶ୍ଵର ମନ୍ଦିର ପ୍ରାଙ୍ଗଣରେ ସନାତନ ଜାଗରଣ ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି...

ଜିଲ୍ଳା ସ୍ତରୀୟ ଧନ୍ଦାମୁଳକ ପ୍ରଶିକ୍ଷକ ସଂଘର ବୈଠକ ଓ କର୍ମକର୍ତ୍ତା ଚୟନ ..

କୋରାପୁଟ---ଆଜି ଜିଲ୍ଲା ସ୍ତରୀୟ ଧନ୍ଦାମୁଳକ ପ୍ରଶିକ୍ଷକ ସଂଘର ବୈଠକ ସ୍ଥାନୀୟ ସଦର ମହକୁମା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ତରଫରୁ ନିଆ ଯାଉଥିବା ପଦକ୍ଷେପ...