ରାସ୍ତା ନଥିବାରୁ ମିଳିଲାନି ଆମ୍ବୁଲାସ ସେବା —

IMG-20241027-WA0051
Share

 

 

ମୋହନା (ସନ୍ତୋଷ ଗୌଡ଼)ଗଜପତି ଜିଲ୍ଲା ମୋହନା ବ୍ଳକ ନିକଟସ୍ଥ ଡମ୍ବଗୁଡ଼ା ପଞ୍ଚାୟତ ନିଲ୍ଡିକିଆ ଗ୍ରାମର ମମିତା ମଲ୍ଲିକ ଙ୍କୁ ମିଳିଲାନି ଆମ୍ବୁଲାନ୍ସ ସେବା । ମମିତା ଛଅ ମାସ ଗର୍ଭବତୀ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପ୍ରଥମେ ତାଙ୍କୁ ଅଡବା ସ୍ୱାସ୍ଥ୍ୟ କେନ୍ଦ୍ର ପରେ ମୋହନା ସ୍ଵାସ୍ଥ୍ୟ କେନ୍ଦ୍ର କୁ ନେଇ ଚିକିତ୍ସା କରିଥିଲେ ଅବସ୍ଥା ସାଙ୍ଘାତିକ ହେବାରୁ ପରେ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରିଥିଲେ ସେଠାରେ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ତାଙ୍କୁ ନିଜ ଗାଁ କୁ ଆମ୍ବୁଲାନ୍ସ ଯୋଗେ ପରିବାର ଲୋକ ଆଣିଥିଲେ । ହେଲେ ରାସ୍ତା ଭଲ ନଥିବାରୁ ପୁଣି ଦୁଇ କିଲୋ ମିଟର ଖାନ୍ଦରେ ବୋହିକରି ଶବ କୁ ନେଲେ ଗ୍ରାମବାସୀ l

You may have missed