April 19, 2025

ଜ଼ିଲ୍ଲା ସ୍ତରୀୟ ମୀରା କ୍ଲିନ ଫୁଏଲ ସମ୍ମିଳନୀ ଅନୁଷ୍ଠିତ

Share

ଜ଼ିଲ୍ଲା ସ୍ତରୀୟ ମୀରା କ୍ଲିନ ଫୁଏଲ ସମ୍ମିଳନୀ ଅନୁଷ୍ଠିତ

କୋରାପୁଟ ଜ଼ିଲ୍ଲା ସଦର ମହକୁମା ମୁନସିପାଲିଟି ଅଡ଼ିଟରିୟମ ଠାରେ ବାୟ ଫୁଏଲ ର ଜ଼ିଲ୍ଲା ସ୍ତରୀୟ ସମ୍ମିଳନି ଅନୁଷ୍ଠିତ ହୋଇ ଯାଇଛି I ମୁଖ୍ୟ ଅତିଥି ଭାବରେ ପ୍ରବର୍ତ୍ତକ ଶ୍ରୀ ରତନ ବେହେରା ଯୋଗ ଦେଇ ଏମ ସି ଏଲ ବାୟ ଫୁଏଲସ କମ୍ପାନୀ ହେଉଛି ପୃଥିବୀ ର ସବୁଠୁ ବଡ଼ କମ୍ପାନୀ ତାଲୁକରେ ତିନି ହଜାର କୋଟି ବ୍ୟବସାୟ ହେବ ତହସିଲ ରେ ଯେଉଁ ପ୍ରକଳ୍ପ ତାହାକୁ ସେହେର ବଜାର ରେ ପଞ୍ଜି କୃତହେବ ସେହି ସେହେର କୁ ପାଞ୍ଚ ହଜାର ଏମ ଭି ପି କୁ ପ୍ରଦାନ କରାଯିବ. ବୋଲି ପରାମର୍ଶ ଦେଇ ଥିବା ବେଳେସୋମ୍ମାନୀୟ ଅତିଥି ତଥା କୋଟପାଡ଼ ମୀରା କ୍ଲିନ ଫୁଏଲସ ନିର୍ଦେଶକ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି ଯୋଗ ଦେଇ ମାତ୍ର ନ ମାସ ରେ ପ୍ରକଳ୍ପ କିପରି ଭାବରେ ଦ୍ରୁତ ଗତିରେ ଆଗେଇ ବାରେ ଲାଗିଛି. ତାଙ୍କ ଅକ୍ଲାନ୍ତ ପରିଶ୍ରମ ରେ ସେ ନେଇ ଆଲୋକ ପାତ କରିଥିଲେ. ଜ଼ିଲ୍ଲା ର ଆଠ ଗୋଟି ବ୍ଲକରେ ଏମ ସି ଏଲ କାମ ଆରମ୍ଭ ହୋଇସାରିଛି. ତେଣୁ ଏମ ଭି ପି ଏମ ପି ଓ ମାନେ ବହୁତ ଉତ୍ସହିତ ଥିବାର ଜଣା ଯାଇଛି ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପୋଲିସ ଅଧି କାରି ଶ୍ରୀ ନୃସିଂହ ମହା ପାତ୍ର. ଡାକ୍ତର ହର ମୋହନ ପାତ୍ର,ବି ରମେଶ. ବେନାର୍ଜୀ ରାଓ. ପୂରଣ ନାୟକ ମହମ୍ମଦ ସଫେସଲ. ସିଦ୍ଧାର୍ଥ ମହାନ୍ତି. ରଞ୍ଜିତ ପାତ୍ର. ରମା କାନ୍ତ ବିଶୋଇ ପ୍ରଫୁଲ୍ଲ ଦୁରୁଆ ସନ୍ତୋଷ କୁମାର ଙ୍କ ସମେତ ନନ୍ଦ ପୁର ସେମିଲିଗୁଡା. କୋରାପୁଟ. ଜୟପୁର. କୁନ୍ଦ୍ରା. କୋରାପୁଟ ପଟାଙ୍ଗୀ. ଲକ୍ଷ୍ମୀ ପୁର ସମେତ ଜ଼ିଲ୍ଲା ର ଆଠ ଟି ବ୍ଲକରୁ ଏମ ଭି ପି ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସୁଚିନ୍ତିତ ମତ ପ୍ରକାଶ କରିଥିବା ଜଣାଯାଇଛି କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I