ଦୁଇଟି କୋର୍ଟ ପ୍ରତିଷ୍ଠା ପାଇଁ କଟକ ଠାରେ ଦାବିପତ୍ର ପ୍ରଦାନ
ଦୁଇଟି କୋର୍ଟ ପ୍ରତିଷ୍ଠା ପାଇଁ କଟକ ଠାରେ ଦାବିପତ୍ର ପ୍ରଦାନ
କୋରାପୁଟ ଜ଼ିଲ୍ଲା କୋଟପାଡ଼ ଠାରେ କୋର୍ଟ Assistant sesions court and senior civil judge court ପ୍ରତିଷ୍ଠା ନେଇ କୋଟପାଡ଼ ଓକିଲ ସଂଘ ର ସ୍ୱତନ୍ତ୍ର ସାତ ଜଣିଆ ପ୍ରତିନିଧି ଦଳ ର portfolio judge Dr. ସଂଜୀବ ପାଣିଗ୍ରାହୀ ଙ୍କ ସହ ଆଲୋଚନା ଏବଂ ଦାବୀ ପତ୍ର କଟକ ଉଚ୍ଚ ନ୍ୟାୟା ଳୟ ର ନିଜସ୍ୱ ପ୍ରକୋଷ୍ଠ ଠାରେ ପ୍ରଦାନ କରାଯାଇଛି
ଦାବୀ ଯତାର୍ଥ ତା ଦୃଷ୍ଟି ରୁ ଖୁବ ଶୀଘ୍ର ଏଥି ପାଇଁ ବିଚାର କରାଯିବ ବୋଲି କହିଛନ୍ତି l ଶ୍ରୀ ପାଣିଗ୍ରାହୀ ପ୍ରତି ସୃତି ଦେଇଥିବା ଜଣା ଯାଇଛି I ଓକିଲ ସଂଘର ସଭାପତି ଶ୍ରୀ ମଣି ପ୍ରସାଦ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ଶ୍ରୀ କିଶୋର ଚନ୍ଦ୍ର ମିଶ୍ର. ପଙ୍କଜ ପାତ୍ର. ସଙ୍କର ପଣ୍ଡା. ସଂଗ୍ରାମ ଜେନା. ଲିଙ୍ଗରାଜ ନାୟକ.ବୁଲୁ ହୋତା,ମୁକ୍ତେଶର ନାୟିକ ଏହି ସାତ ଜଣିଆ ଟିମ ଦାବୀ ପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I