November 22, 2024
Share

*ଖବର ଆଜିର*
*ତାରିଖ ୨୧/୦୮/୨୩, ସୋମବାର*

*୧-ଭୁବନେଶ୍ୱର:ଆଜିଠୁ UG, PG ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ।*

*୨-ଟମାଟୋ ପରେ ଚିନ୍ତା ବଢାଇଲାଣି ପିଆଜ, ୧୨ ଦିନରେ ୧୦ଟଙ୍କା ମହଙ୍ଗା।*

*୩-ଉତ୍କଳ ବିଶ୍ୱବିଦ୍ୟାଳୟକୁ ପୁଣି ଆସିବ ନାକ୍ ଟିମ୍। ସେପ୍ଟେମ୍ବର ଶେଷ କିମ୍ବା ଅକ୍ଟୋବର ପ୍ରଥମ ସପ୍ତାହରେ ଆସିବା ଚର୍ଚ୍ଚା।*

*୪-ପୁରୀ ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜରେ ରାଗିଂ ଅଭିଯୋଗ, ରାଗିଂ ନେଇ କଲେଜ ଡିନଙ୍କ ମେରାଇନ ଥାନାରେ ଅଭିଯୋଗ, ଦ୍ବିତୀୟ ବର୍ଷର ୩ଜଣ ଛାତ୍ରଙ୍କ ନାମରେ ହୋଇଛି ଅଭିଯୋଗ।*

*୫-କାମାକ୍ଷାନଗର:ରୁଟି ପୋଡ଼ିଯିବାରୁ ତାୱାରେ ବୋହୂକୁ ଚେଙ୍କ, ଗିରଫ ହେଲେ ଶାଶୁ ଓ ସ୍ବାମୀ।*

*୬-ଆକ୍ସନ ମୁଡରେ ବାଲେଶ୍ବର ଏସପି ସାଗରିକା ନାଥ, ରାତି ଅଧରେ ବୁଲେଟ ଧରି ମାରୁଛନ୍ତି ପଇଁତରା।*

*୭-ଭୁବନେଶ୍ୱର:ଚାକିରି ଦେବା ନାଁରେ ଠକେଇ ମାମଲା: ମାଷ୍ଟର ମାଇଣ୍ଡ କାହ୍ନୁ ଚରଣ ପ୍ରଧାନକୁ ଗିରଫ କଲା ଏସଟିଏଫ।*

*୮-ମହାନତା ଦେଖାଇଲେ ଫାଇଭ ଟି ସଚିବ, କାଳିମାଡ଼ କରିଥିବା ଭାସ୍କର ସାହୁକୁ ଛାଡିଲା ପୋଲିସ।*

*୯-କିଟ୍ ପଲିଟେକ୍ନିକର ୨୯ତମ ପ୍ରତିଷ୍ଠା ଦିବସ ପାଳିତ: ସିଙ୍ଗାପୁରର ନନ୍ୟାଙ୍ଗ ଢାଞ୍ଚାରେ ରୂପ ଦେବାକୁ ଘୋସଷଣା କଲେ ପ୍ରତିଷ୍ଠାତା।*

*୧୦-ଭୁବନେଶ୍ୱର:ଏଣିକି ବାବୁ ମାନେ ମନଇଚ୍ଛା ଗାଡି ଚଢି ପାରିବେନି ଗାଡ଼ି, ଅଫିସରଙ୍କ ଗସ୍ତ ସ୍ଥିର କଲେ ସରକାର।*

*୧୧-ଆନନ୍ଦପୁର:ଶୋଇଥିବାବେଳେ ଓଠକୁ କାମୁଡ଼ା ଦେଲା ସାପ, ୭ ମାସର ଶିଶୁ କନ୍ୟାର ମୃତ୍ୟୁ।*

*୧୨-ସୋର:ପୁଲିସକୁ ଆକ୍ରମଣ କରି ଅଭିଯୁକ୍ତକୁ ପରିବାର ଲୋକେ ଛଡ଼ାଇନେଇଥିବା ଅଭିଯୋଗ।*

*୧୩-ପିପିଲି: ଡେଲାଙ୍ଗର ଧାନକେରା ପଞ୍ଚାୟତ ନୂଆଗାଁରେ ଭୟାବହ ଅଗ୍ନିକାଣ୍ଡଘଟି ୨୫ ବଖରା ଘର ଭସ୍ମିଭୂତ।*

*୧୪-ଏନଆଇଟି କନିଷ୍ଠ ସହାୟକ ପଦ ପାଇଁ ପରୀକ୍ଷା ଦେଉଥିଲେ ୪ ନକଲି ପରୀକ୍ଷାର୍ଥୀ, ଗିରଫ କଲା ରାଉରକେଲା ପୁଲିସ ।*

*୧୫-ରାଜଧାନୀରେ ଥମୁନି ଡେଙ୍ଗୁ ଆତଙ୍କ: ରାଜ୍ୟରେ ୨୩୦୦ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା।*

*୧୬-ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ନାମ ବଦଳିଛି, ଭୁବନେଶ୍ବର-ନୂଆଦିଲ୍ଲୀ ତେଜସ୍ ରାଜଧାନୀ ଏକ୍ସପ୍ରେସ ଭାବରେ ଏହାର ନାମ ପରିବର୍ତ୍ତନ କରାଯାଇଛି।*

*୧୭-ଉତ୍ତରକାଶୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଖାଲ​‌ରେ ବସ ଖସି ୮ ମୃତ, ୨୭ ଆହତ।*

*୧୮-ଅନ୍ତିମ ପର୍ଯ୍ୟାୟରେ ଭାରତର ଚନ୍ଦ୍ର ଅଭିଯାନ: ଅଗଷ୍ଟ ୨୩ ସଂଧ୍ୟା ୬ଟା ୪ରେ କରିବ ଅବତରଣ।*

*୧୯-ଲଦାଖରେ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାହୁଲ।ସୀମା ସ୍ଥିତାବସ୍ଥାକୁ ନେଇ ଲଦାଖବାସୀ ଖୁସି ନାହାନ୍ତି ବୋଲି ରାହୁଲ କହିଛନ୍ତି।*

*୨୦-ଡବ୍‌ଲିନ୍‌: ଘରୋଇ ଆୟରଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିଛି ଭାରତୀୟ ଦଳ।*

. *🙏 ସୁପ୍ରଭାତ 🙏*