ଜଳସରପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଦୁଇ ବଖରା ଘର ,ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ, ଅଳ୍ପକେ ବର୍ତ୍ତିଲେ ପରିବାର।
ହାଟଡିହି, ୧୬/୧୧: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ସୁଲଣ ପଞ୍ଚାୟତର ଜଳସରପୁର ଗ୍ରାମରେ ଆଜି ସକାଳେ ଏକ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ବ୍ୟାପକ ସମ୍ପତ୍ତି ନଷ୍ଟ...
