November 18, 2026

Day: November 16, 2026

କୁଡୁମୁଲୁଗୁମ୍ମାଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଓ ତହସିଲ କାର୍ଯ୍ୟାଳୟ ପରିଦର୍ଶନ

**ମାଲକାନଗିରି (୧୬/୧୧/୨୦୨୬):*ଆଜି ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଖଇରପୁଟ ବ୍ଲକ୍ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ...

ପୁର୍ବତନ ମନ୍ତ୍ରୀ ବିଜୟ ରାମ ରାଜୁଙ୍କ ବିୟୋଗରେ କେ. ନାରାୟଣ ରାଓଙ୍କ ଶୋକ ପ୍ରକାଶ

ପାରଳାଖେମୁଣ୍ଡି:୧୬/୧୧(ଗରୁଡ଼ ଧ୍ଵଜ ଚୌଧୁରୀ) ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ବରିଷ୍ଠ ରାଜନେତା, ଦକ୍ଷ ସଂଗଠକ, ପୂର୍ବତନ ମନ୍ତ୍ରୀ, ସାଂସଦ ତଥା ବିରୋଧୀ ଦଳ ନେତା ଶତୃ ଚେଲା ବିଜୟ...

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ‘ଭିହାସା’ କାର୍ଯ୍ୟକ୍ରମସ୍ୱାସ୍ଥ୍ୟସେବାରେ ଆଧ୍ୟାତ୍ମିକ ମୂଲ୍ୟବୋଧ ଓ ସକାରାତ୍ମକ ଚିନ୍ତନ ଉପରେ ଗୁରୁତ୍ୱ

ସମ୍ବଲପୁର, ୧୬/୧୧: ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (OSOU) ପକ୍ଷରୁ ବିଶ୍ୱବିଦ୍ୟାଳୟ ପରିସରରେ ‘VIHASA – Values in Healthcare: A Spiritual Approach’ ଶୀର୍ଷକ ଏକ...

ବନ୍ୟା ପ୍ରପିଡ଼ୀତ ଜିଲ୍ଲାବାସୀଙ୍କ ସମସ୍ୟାର ନେଇ ଏଆଇକେଏମଏସର ପକ୍ଷରୁ ଆରଡିସିଙ୍କୁ ସ୍ମାରକପତ୍ର

ନିକଟରେ ଘଟିଥିବା ଅର୍ଣ୍ଣବ ବାତ୍ୟା ଓ ତା’ର ପ୍ରଭାବରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାର ପ୍ରପିଡ଼ୀତ ଲୋକଙ୍କ ସମସ୍ୟା ସମ୍ପର୍କରେ ଅଖିଳ ଭାରତ କିଶାନ ମଜଦୁର ସଭା (AIKMS)ର...

ହୀରାକୁଦ ଇକୋ-ରିଟ୍ରିଟ୍ ୨୦୨୬-୨୭’ର ଶୁଭାରମ୍ଭ

. ସମ୍ବଲପୁର ୧୬/୧୧/୨୬ରିଖ ସମ୍ବଲପୁର ଜିଲ୍ଲାର ଜମାଦାରପାଲି ନିକଟସ୍ଥ ବଲବସପୁରଠାରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ 'ହୀରାକୁଦ ଇକୋ-ରିଟ୍ରିଟ୍ ୨୦୨୬-୨୭'ର ସପ୍ତମ ସଂସ୍କରଣ ଆଜି ଶୁଭାରମ୍ଭ...

ମାଲକାନଗିରିରେ ଜାତୀୟ ପ୍ରେସ ଦିବସ: ସୁସ୍ଥ ଗଣତନ୍ତ୍ର ଗଠନରେ ସାମ୍ବାଦିକଙ୍କ ଭୂମିକା ଅତୁଳନୀୟ

**ମାଲକାନଗିରି, ୧୬/୧୧/୨୦୨୬:*ଆଜି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ...

ମରାମତି ବଦଳରେ ଚାଲିଛି ରଙ୍ଗ ମରାବର୍ଷେ ହେଲା ଅଚଳ ଓଭରହେଡ୍ ପାଣିଟାଙ୍କିଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ…

ମରାମତି ବଦଳରେ ଚାଲିଛି ରଙ୍ଗ ମରାବର୍ଷେ ହେଲା ଅଚଳ ଓଭରହେଡ୍ ପାଣିଟାଙ୍କିଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷକୋକସରା: (ଉପାନ୍ତ ଖବର ପ୍ରଦିପ ଭରାସଗରିଆ)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡାଲଗୁମା ଗ୍ରାମରେ...

ମୋହନ ନାଗ ଙ୍କ ନାମ ରେ ପ୍ରତିମୂର୍ତ୍ତି ତଥା ମାର୍ଗ କରିବା ପାଇଁ ଦାବି…

ମୋହନ ନାଗ ଙ୍କ ନାମ ରେ ପ୍ରତିମୂର୍ତ୍ତି ତଥା ମାର୍ଗ କରିବା ପାଇଁ ଦାବିବରପାଲି ,୧୫/୧୧(ସୁଦାମ ଦୀପ) ରାଜନେତା ସ୍ୱର୍ଗତ ମୋହନ ନାଗ ଙ୍କ ନାମରେ ବରପାଲି...

ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା ସ୍ତରୀୟ ବୀର୍ସା ମୁଣ୍ଡାଙ୍କ ୧୫୧ ତମ ଜନ୍ମ ଜୟନ୍ତୀ ପାଳନ ‌

ବରପାଲି : (ସୁଦାମ ଦୀପ ) ଵରଗଡ଼ ଜିଲ୍ଲା ବରପାଲି ବ୍ଲକ ବରମକେଲା ଗ୍ରାମ ପଞ୍ଚାୟତ ଗ୍ରୀଣ୍ଡୋଲା ( ଯୋଗିନ୍ଦ୍ରପୁର ) ଠାରେ ଜିଲ୍ଲା ସ୍ତରୀୟ ଧରତୀ...

ବିଶ୍ୱ ଦରବାରରେ ସମ୍ବଲପୁରୀ ସଂସ୍କୃତିର ସ୍ୱତନ୍ତ୍ର ପରିଚୟସମଲେଶ୍ୱରୀ ଓ ସମ୍ବଲପୁରୀ ପରମ୍ପରାର ପରିସର ସୁଦୂରପ୍ରସାରୀ: ପଦ୍ମଶ୍ରୀ ହଳଧର ନାଗବ୍ୟାଙ୍କ ଅଫ୍ ବରୋଦାର ‘ଉତ୍ସବ ପରିବାର’ ପକ୍ଷରୁ ନୂଆଁଖାଇ ଭେଟଘାଟ ଉତ୍ସବ

ସମ୍ବଲପୁର, ୧୬/୧୧: ସମଲେଶ୍ୱରୀ ଓ ସମ୍ବଲପୁରୀ ସଂସ୍କୃତିର ପରିସର ସୁଦୂରପ୍ରସାରୀ। ପଶ୍ଚିମ ଓଡ଼ିଶାରୁ ଓଡ଼ିଶା, ଦେଶର ସୀମା ସରହଦ ଡେଇଁ ଆଜି ସମ୍ବଲପୁରୀ ସଂସ୍କୃତି ବିଶ୍ୱ ଦରବାରରେ...