November 18, 2026

Day: November 16, 2026

ମାଲକାନଗିରିରେ ରାଜ୍ୟସ୍ତରୀୟ ‘ଜନଜାତୀୟ ଗୌରବ ଦିବସ’ ପାଳିତ, ଯୋଗଦେଲେ ମୁଖ୍ୟମନ୍ତ୍ରୀ ବିର୍ସା ….

ହେଉଛନ୍ତି ଆଦିବାସୀ ମାନଙ୍କ ସ୍ୱାଧୀନଚେତା ମନୋବୃତ୍ତିର ସର୍ବଶ୍ରେଷ୍ଠ ନିଦର୍ଶନ ମାଲକାନଗିରି,୧୫ ନଭେମ୍ବର ୨୦୨୬,:ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଜନଜାତି ସମାଜର ଆରାଧ୍ୟ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ...

କୁନ୍ଦୁରା ବ୍ଲକର ବାଗଦେରୀରେ ଧୁମ୍‌ଧାମ୍‌ରେ ଉଦ୍‌ଘାଟିତ ହେଲା ଜାତୀୟ ସ୍ତରୀୟ ଆଦିବାସୀ ମହୋତ୍ସବ ‘ପରବ-୨୦୨୬’ଆଦିବାସୀ କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ମହାମିଳନରେ ମୁଖରିତ ହେଲା

କୁନ୍ଦୁରା ବ୍ଲକର ବାଗଦେରୀରେ ଧୁମ୍‌ଧାମ୍‌ରେ ଉଦ୍‌ଘାଟିତ ହେଲା ଜାତୀୟ ସ୍ତରୀୟ ଆଦିବାସୀ ମହୋତ୍ସବ ‘ପରବ-୨୦୨୬’ଆଦିବାସୀ କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ମହାମିଳନରେ ମୁଖରିତ ହେଲା ବାଗଦେରୀକୋରାପୁଟ:...

ପଦ୍ମଶ୍ରୀ ହଳଧର ନାଗବ୍ୟାଙ୍କ ଅଫ୍ ବରୋଦାର ‘ଉତ୍ସବ ପରିବାର’ ପକ୍ଷରୁ ନୂଆଁଖାଇ ଭେଟଘାଟ

ବିଶ୍ୱ ଦରବାରରେ ସମ୍ବଲପୁରୀ ସଂସ୍କୃତିର ସ୍ୱତନ୍ତ୍ର ପରିଚୟସମଲେଶ୍ୱରୀ ଓ ସମ୍ବଲପୁରୀ ପରମ୍ପରାର ପରିସର ସୁଦୂରପ୍ରସାରୀ: ପଦ୍ମଶ୍ରୀ ହଳଧର ନାଗବ୍ୟାଙ୍କ ଅଫ୍ ବରୋଦାର ‘ଉତ୍ସବ ପରିବାର’ ପକ୍ଷରୁ ନୂଆଁଖାଇ...

ମାଲକାନଗିରିରେ ରାଜ୍ୟସ୍ତରୀୟ ‘ଜନଜାତୀୟ ଗୌରବ ଦିବସ’ ପାଳିତ, ଯୋଗଦେଲେ ମୁଖ୍ୟମନ୍ତ୍ରୀ ବିର୍ସା ହେଉଛନ୍ତି ଆଦିବାସୀ ମାନଙ୍କ ସ୍ୱାଧୀନଚେତା

ମାଲକାନଗିରିରେ ରାଜ୍ୟସ୍ତରୀୟ ‘ଜନଜାତୀୟ ଗୌରବ ଦିବସ’ ପାଳିତ, ଯୋଗଦେଲେ ମୁଖ୍ୟମନ୍ତ୍ରୀ ବିର୍ସା ହେଉଛନ୍ତି ଆଦିବାସୀ ମାନଙ୍କ ସ୍ୱାଧୀନଚେତା ମନୋବୃତ୍ତିର ସର୍ବଶ୍ରେଷ୍ଠ ନିଦର୍ଶନ ମାଲକାନଗିରି,୧୫ ନଭେମ୍ବର ୨୦୨୬,:ମହାନ ସ୍ୱାଧୀନତା...

ଆଜିର ର।ଶିଫଳ…

୧୬ ନଭେମ୍ବର, ସୋମବାର*===============♈ ମେଷଆଜି ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଏବଂ କର୍ମକ୍ଷେତ୍ରରେ ନୂତନ ସୁଯୋଗ ମିଳିପାରେ। ଦୀର୍ଘ ଦିନରୁ ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ସହଜରେ...

ଆଜିର ଖବର ….

୧-କନ୍ଧମାଳ,ରାଇକିଆ:ରଖେ ହରି ତ ମାରେ କିଏ।ବାତ୍ୟା ଅର୍ଣ୍ଣବରେ ଶିକ୍ଷକ ମୋହନ ମହାରଣା ମୃତ ବୋଲି ଭାବି ନେଇଥିଲେ ପରିବାର; ୧୫ ଦିନ ପରେ ପାହାଡ଼ ଖୋଲରୁ ଉଦ୍ଧାର...