May 19, 2024

ମା ବୁଢ଼ୀ ଠାକୁରାଣୀ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ

Share

କୋରାପୁଟ ଜ଼ିଲ୍ଲା ଛତିଶ ଗଡ଼ ସୀମାନ୍ତରେ ଥିବା କୋଟପାଡ଼ ବ୍ଲକର ଚାନ୍ଦିଲି ପଞ୍ଚାୟତ ସଦର ମହକୁମା ଠାରେ ଶ୍ରୀ ଶ୍ରୀ ଶ୍ରୀ ମା ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହା ଆଡମ୍ବର ସହ ତିନି ଦିନ ଧରି ପାଳିତ ହୋଇ ଯାଇଛି. ଶୁକ୍ରବାର ରତ୍ନ ମୁଦ କାର୍ଯ୍ୟ କ୍ରମ ହୋଇଥିଲା ବୁଧ ବାର ଦିନ ଠାରୁ କୋଳସ ଯାତ୍ରା. ଅଙ୍କୁର ରୋପଣ ମଣ୍ଡଳ ଓ ପୂଜା ଆରମ୍ଭ ହୋଇ ଶୁକ୍ରବାର ପୂର୍ଣ୍ଣା ହୂତି ହୋଇଥିଲା ଏହି ଅବସରରେ ପ୍ରତି ଦିନ ଅନ୍ନ ପ୍ରସାଦ ସେବନ ର ବ୍ୟବସ୍ତା ମନ୍ଦିର କମିଟି ଦ୍ୱାରା ଆୟଜନ କରାଯାଇଛି ପଦ୍ମନ ବିଶୋଇ ଏବଂ ସନ୍ତୋଷ ବିଶୋଇ ଙ୍କ ସମେତ ପୂଜା କମିଟି ପରିଚାଳନା କୋରଥିବା ଜଣା ଯାଇଛି. ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ. ଜ଼ିଲ୍ଲା ଭତରା ସମାଜ ସଭା ପତି ନୀଳକଣ୍ଠ ପୂଜାରୀ. କାଲି ହୋତା. ପୂର୍ବତନ ପୌର ଉପାଧ୍ୟାକ୍ଷ ବାପୁନ ତ୍ରିପାଠୀ,ଦେବି ପ୍ରସାଦ ନାୟକ ଙ୍କ ସମେତ ଛତିଶ ଗଡ଼ ଏବଂ ଓଡିଶା ରୁ ହଜାର ହଜାର ଭକ୍ତ ମା ଙ୍କ ଆଶ୍ରିବାଦ ଲାଭ କରିବା ସହ ଅନ୍ନ ପ୍ରସାଦ ସେବନ କରି ଥିବା ଜଣାଯାଇଛି I(କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା)