Day: May 7, 2026

ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟlଳୟ ଦ୍ବାରା ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ବୋଲଗଡ଼ (ଉପାନ୍ତ ଖବର ମାନସ ରଞ୍ଜନ କର)ଗୋଷ୍ଠୀ ଶିକ୍ଷା କାର୍ଯ୍ୟlଳୟ ଦ୍ବାରା ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର...

ଚନ୍ଦନମହୋତ୍ସବ ପଞ୍ଚମସନ୍ଧ୍ୟା ରେ ମନମୋହିଲା ଅନମୁଲ ଭଜନସନ୍ଧ୍ୟା ..

ତିର୍ତ୍ତୋଲ ତା 7/5/2026 ମା ସାରଳା ଙ୍କ ଚନ୍ଦନଯାତ୍ରା, ଚପଖେଳ, ଉପଲକ୍ଷେ ଗତ ଦୁଇତାରିଖ ରୁ ଆରମ୍ଭ ହୋଇଥିବା, ଚନ୍ଦନଯାତ୍ରା ମହୋତ୍ସବ 2026 ର ପଞ୍ଚମସନ୍ଧ୍ୟା ରେ...

ବୁଗୁଡ଼ା ଏନଏସିରେ ଗୃହ ଗଣନା ଓ ତାଲିକା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ 

ବୁଗୁଡ଼ା : ୦୭/୦୫/୨୬ : ୨୦୨୭ ଜନଗଣନା କ୍ରମରେ ଏପ୍ରିଲ ୧୬ ତାରିଖରୁ ସାରା ଦେଶ ସମେତ ଗଞ୍ଜାମ ଜିଲ୍ଲାରେ ଗୃହ ଗଣନା ଓ ଗୃହ ତାଲିକା...

ଚାରିବର୍ଷ ହେଲା ସରୁନି ବଡ଼ ନଦି ସେତୁ କାମ 

ବେଲଗୁଣ୍ଠା : ସୁକାନ୍ତ କୁମାର ନାୟକ ଉପାନ୍ତ ଖବର ଦେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ମନ୍ଦାର ଗ୍ରାମ ଏବଂ ବେଲଗୁଣ୍ଠା ମଧ୍ୟରେ ବହି ଯାଇଥିବା ବଡ଼ ନଦୀ ଉପରେ...

ବ୍ରହ୍ମଗିରି ବ୍ଲକରେ ଆମ ସଫଳତା ର ମୁଖ୍ୟ ପ୍ରଭାସାର

  ଆମ ଚାନେଲ ପ୍ରତିନିଧି ରମେଶ ସାହୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରିବାକୁ ଯାଇଥିବା...

କବି କବିତା ଓ କାବ୍ୟଭୂମି ଉଦଘାତିତ। ମାନସିଂହ ସାହିତ୍ୟ ସଂସଦର କବିତା କର୍ମଶାଳା ଓ ମାନସିଂହ ସାହିତ୍ୟ ସଂସଦର 65 ତମ କବିତା ଆସର ଅନୁଷ୍ଠିତ

  ସମକାଳୀନ କବିତା ବାସ୍ତବତା, ସତ୍ୟ ଓ ସ୍ବାଧିନ ଚିନ୍ତନଙ୍କୁ ଗ୍ରହଣ କରି ପ୍ରକାଶ ପାଇବା ଉଚିତ୍ ବୋଲି ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା ଦ୍ବାରା ପୁରୀର...

ଖାଣ୍ଡବା ଗ୍ରାମ ଠାରେ ଗ୍ରାମପଞ୍ଚାୟତ ସ୍ତରୀୟ ସୁଭଦ୍ରାଶକ୍ତି କେନ୍ଦ୍ର ମାର୍କେଟ କମ୍ପ୍ଲେକ୍ସ ଓ ବସ ରହଣି ଗୃହ ର ଉଦଘାଟନ କଲେ ବିଧାୟକ।

ଖାଣ୍ଡବା ଗ୍ରାମ ଠାରେ ଗ୍ରାମପଞ୍ଚାୟତ ସ୍ତରୀୟ ସୁଭଦ୍ରାଶକ୍ତି କେନ୍ଦ୍ର ମାର୍କେଟ କମ୍ପ୍ଲେକ୍ସ ଓ ବସ ରହଣି ଗୃହ ର ଉଦଘାଟନ କଲେ ବିଧାୟକ। ପାରଳାଖେମୁଣ୍ଡି - ଗଜପତି...

ମାନବିକତା ଦେଖାଇଲେ ବିଧାୟକ..

   ପାରଳାଖେମୁଣ୍ଡି - ଆଜି ବିଧାୟକ ରୁପେଶ ପାଣିଗ୍ରାହୀ ଏକ ଉଦଘାଟନୀ ଉତ୍ସବରେ ଯୋଗଦେବା ପାଇଁ କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ଗ୍ରାମ କୁ ଗ୍ରସ୍ତ ସମୟ...

କାଦୁଅ ରାସ୍ତା ଯୋଗୁଁ, ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା

    ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଧଂରପୁର ପଞ୍ଚାୟତ ଅଧିନସ୍ଥ ଆମ୍ବଗୁଡା-ମାଲପଡା ଗ୍ରାମରେ ରାସ୍ତା ଅବସ୍ଥା ଶୋଚନୀୟ ଯୋଗୁଁ ଜଣେ...

ସ୍ଵେଚ୍ଛାସେବୀ ସରୋଜ ପଣ୍ଡା ଙ୍କ ସାମ୍ୱାଦିକ ସମ୍ମିଳନୀ

  ଚିକିଟି ସୁଭଶ୍ରୀ ପ୍ରଧାନ,୦୭/୦୫/୨୬ ଚିକିଟୀ ଅଞ୍ଚଳରେ ଚାଲିଥିବା ଅନ୍ୟାୟ ଏବଂ ପ୍ରଶାସନିକ ଅବହେଳା ବିରୋଧରେ ସ୍ଵେଚ୍ଛାସେବୀ ସରୋଜ ପଣ୍ଡା ଜୟନ୍ତିପୁର ଠାରେ ବୁଧବାର ଏକ ସାମ୍ବାଦିକ...