ତିର୍ତ୍ତୋଲ ରେ ବିଜେଡି ର ବିଶାଳ ମହିଳା ଶୋଭାଯାତ୍ରା, ୩୩% ମହିଳା ସଂରକ୍ଷଣ ଓ ବିଭିନ୍ନ ଦାବୀ ନେଇ ରାଷ୍ଟ୍ରପତିଙ୍କ ଉଦେଶ୍ୱରେ ଦାବିପତ୍ର ପ୍ରଦାନ
ତିର୍ତ୍ତୋଲ ୨୯/୫,( ଇ ମିସ)- ତିର୍ତ୍ତୋଲରେ ବିଜେଡି ମହିଳାଙ୍କ ବିଶାଳ ଶୋଭାଯାତ୍ରା ସହିତ ବିଜେପି ସରକାର ଉପରେ ବାର୍ଷିବାର ଦେଖିବାକୁ ମିଳିଛି l ଜ଼ିଲ୍ଲା ବିଜେଡି ମହିଳା...
