March 11, 2026

ଅସହାୟ ବ୍ୟକ୍ତିଙ୍କୁ ସହଯୋଗର ହାତ ବଢ଼ାଇଲେ ପ୍ରେସ ପରିଷଦ

IMG-20230805-WA0030
Share

ଅସହାୟ ବ୍ୟକ୍ତିଙ୍କୁ ସହଯୋଗର ହାତ ବଢ଼ାଇଲେ ପ୍ରେସ ପରିଷଦ

ଆନନ୍ଦପୁର ପୌରପାଳିକା 3 ନଂ ୱାର୍ଡର ବାସିନ୍ଦା ଅଞ୍ଜନ ନାଇକଙ୍କ ଅକାଳ ବିୟୋଗ ଘଟିଥିବାବେଳେ ତାଙ୍କର ଶୁଦ୍ଧକ୍ରିୟା ପାଇଁ ଆନନ୍ଦପୁର ପ୍ରେସ ପରିଷଦ ପକ୍ଷରୁ ସଭାପତି ନିରାକାର ଦଳେଇ ଙ୍କ ନେତୃତ୍ୱରେ ତାଙ୍କର ବିଧବା ପତ୍ନି ଙ୍କୁ କିଞ୍ଚିତ ସହାୟତା ପ୍ରଦାନ କରିବା ସହ ଏକ ସୁସ୍ଥ ସମାଜ ଗଠନ ପାଇଁ ଅସହାୟ ବ୍ୟକ୍ତିଙ୍କୁ ସହଯୋଗର ହାତ ବଢ଼ାଇ ବା ପାଇଁ ପ୍ରେସ ପରିଷଦ ପକ୍ଷରୁ ବାର୍ତ୍ତା ପ୍ରଦାନ ।
(ସୋମେଶ ପରିଡ଼ା ଙ୍କ ରିପୋର୍ଟ)