November 25, 2024

Day: October 3, 2024

ଜନ ସମ୍ପର୍କ ପଦଯାତ୍ରା ପାଇଁ ବିଜେଡିର ପ୍ରସ୍ତୁତି ବୈଠକ 

ବୁଗୁଡା : ତା ୦୩/୧୦/୨୪ : ଆଗାମୀ ଜନ ସମ୍ପର୍କ ପଦଯାତ୍ରା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବୁଗୁଡ଼ା ନିକଟସ୍ଥ କଦମ୍ବ...

ବ୍ଯତିକ୍ରମ ନ ଘଟାଇ ବୁଗୁଡ଼ା ରୁଟରେ ସରକାରୀ ବସ୍ ଚଳାଇବା ପାଇଁ ଦାବି 

ବୁଗୁଡା:ସରକାରୀ ବସର ରୁଟ୍ ରହିଛି ଗୋଟିଏ ପଟେ କିନ୍ତୁ ତାହା ଯାଉଛି ଅନ୍ୟ ପଟେ। ଏଭଳି ବ୍ଯତିକ୍ରମ ଦେଖିବାକୁ ମିଳିଛି ଭଞ୍ଜନଗରରୁ କେନ୍ଦୁଝରକୁ ଯାଉଥିବା ବସ୍ (ନଂ-...

ନବରାତ୍ରି ପୂଜା ପାଇଁ ସମସ୍ତ ଦେବି ପୀଠ ଚଳ ଚଞ୍ଚଳ ଯୁବ ସମାଜ ସେବି ସୁଧୀର ପଟନାୟକ ଙ୍କ ମା ରାମାୟଣମା ଙ୍କ ଠାରେ ପୂଜାର୍ଚନା 

  ଛତ୍ରପୁର -୦୩/୧୦/୨୪(ଅରୁଣ କୁମାର ପଣ୍ଡା )ଶାରଦୀୟ ଦୁର୍ଗା ପୂଜା ଆସିଲେ ସମସ୍ତ ଶକ୍ତି ପୀଠ ହୋଇ ଉଠେ ଚଳ ଚଞ୍ଚଳ ରୀତି ନୀତି ମଧ୍ୟରେ ଗଞ୍ଜାମ...

ଗଞ୍ଜାମ ଏସ୍ପି ଭାବେ କାର୍ଯ୍ୟରେ ଯୋଗଦେଲେ ଶୁଭେନ୍ଦୁ କୁମାର ପାତ୍ର 

  ଛତ୍ରପୁର -୩/୧୦/୨୪(ଅରୁଣ କୁମାର ପଣ୍ଡା )ଗଞ୍ଜାମ ଏସ୍ପି ଭାବେ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି ଶୁଭେନ୍ଦୁ କୁମାର ପାତ୍ର | 2019 ବ୍ୟାଚର ଆଇପିଏସ ବେଚର ଏହି...

ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ତରଫରୁ କମ୍ବଳ ବଣ୍ଟନ, ସମ୍ବର୍ଦ୍ଧନା ଓ ଆଇକାର୍ଡ ପ୍ରଦାନ କାର୍ଯ୍ୟକ୍ରମ..

  ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ତରଫରୁ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ କମ୍ବଳ ବଣ୍ଟନ...

ଜିଲ୍ଳା ସ୍ତରୀୟ କ୍ରୀଡ଼ା ମହୋତ୍ସବ ପାଇଁ ଗଞ୍ଜାମ ଜିଲ୍ଳା ଶିକ୍ଷା ଅଧିକାରୀଣିଙ୍କ ସମୀକ୍ଷା ବୈଠକ

  ବେଲଗୁଣ୍ଠା,03/10, ଦୀର୍ଘ ବର୍ଷ ପରେ ବେଲଗୁଣ୍ଠା ବ୍ଳକ୍ ରେ ଅନୁଷ୍ଠିତ ହେବାକୁ ଯାଉଛି ଗଂଜାମ ଜିଲ୍ଳା ସ୍ତରୀୟ କ୍ରୀଡା ମହୋତ୍ସବ I ଆସନ୍ତା ଛଅ ତାରିଖ...

ପଦ୍ମପୁର ନବଦୁର୍ଗା ମନ୍ଦିର ଠାରେ ଜଗତ ଜନନୀ ମାଁ ଦୁର୍ଗା ଙ୍କ କଳସ ଯାତ୍ରା ଓ ନବଦୁର୍ଗା ପୂଜା ଆରମ୍ଭ 

ପଦ୍ମପୁର : (ଜୟନ୍ତ କୁମାର ସେଠ) ପଦ୍ମପୁର ବଡ଼ବନ୍ଧ ସ୍ଥିତ ନବ ଦୁର୍ଗା ମନ୍ଦିର ଠାରେ ଆଜି ତା. ୦୩.୧୦.୨୦୨୪ ଗୁରୁବାର ଦିନ ଜଗତ ଜନନୀ ମାଁ...

ପ୍ରେରଣା ନିଉଜ୍ ପୋର୍ଟାଲ ର ଚତୁର୍ଥ ପ୍ରତିଷ୍ଠା ଦିବସ

  ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ପବିତ୍ର ଗାନ୍ଧୀଜୟନ୍ତୀ ଅବସରରେ 'ପ୍ରେରଣା ନିଉଜ୍ ପୋର୍ଟାଲ' ର ଚତୁର୍ଥ ପ୍ରତିଷ୍ଠା ଦିବସ ବଲାଙ୍ଗୀର ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l...

ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱଚ୍ଛ ଭାରତ ଦିବସ 

        ବେଲଗୁଣ୍ଠା, 03/10,ବେଲ୍ଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱଚ୍ଛ ଭାରତ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ...

ଗଜପତି:- ସଂଯୁକ୍ତ କିଶାନ୍ ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ ଦିବସ ପାଳିତ

  କୃଷକ ସଂଗଠନ ମାନଙ୍କ ସର୍ବଭାରତୀୟ ମଞ୍ଚ "ସଂଯୁକ୍ତ କିଶାନ୍ ମୋର୍ଚ୍ଚା" ପକ୍ଷରୁ ଆଜି ସର୍ବଭାରତୀୟ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି । ସଂଯୁକ୍ତ କିଶାନ୍ ମୋର୍ଚ୍ଚାର...

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.