April 30, 2026

ଗଞ୍ଜାମ ଏସ୍ପି ଭାବେ କାର୍ଯ୍ୟରେ ଯୋଗଦେଲେ ଶୁଭେନ୍ଦୁ କୁମାର ପାତ୍ର 

IMG-20241003-WA0050
Share

 

ଛତ୍ରପୁର -୩/୧୦/୨୪(ଅରୁଣ କୁମାର ପଣ୍ଡା )ଗଞ୍ଜାମ ଏସ୍ପି ଭାବେ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି ଶୁଭେନ୍ଦୁ କୁମାର ପାତ୍ର | 2019 ବ୍ୟାଚର ଆଇପିଏସ ବେଚର ଏହି ଅଫିସର ଜଣଙ୍କ କନ୍ଧମାଳ ଏସ୍ପି ଭାବେ କାର୍ଯ୍ୟରତ ଥିଲେ ଆଜି କାର୍ଯ୍ୟରେ ଯୋଗଦେବା ପରେ କାର୍ଯ୍ୟଳୟର ସମସ୍ତ ଅଧିକାରୀ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ ଗଞ୍ଜାମ ଜିଲ୍ଲାରେ ପ୍ରତିବର୍ଷ 17ହଜାର କେସ ରେଜିଷ୍ଟର ହେଉଥିବା ବେଳେ ସେହି କେଶ ଗୁଡିକର କିଭଳି ସମାଧାନ ହୋଇପାରିବ ଏବଂ ଜିଲାର ଆଇନଶୃଙ୍ଖଳା ପରିସ୍ଥିତି ସୁଧାରିବା ପାଇଁ ପଦକ୍ଷେପ ନେବେ ବୋଲି ନିଜ ପ୍ରତିକ୍ରିୟା ରେ କହିଛନ୍ତି

You may have missed