ବରିଷ୍ଟ ନାଗରିକଙ୍କ ଉତ୍କଳ ଦିବସ ପାଳନ….

molp
Share

କୋରାପୁଟ ଜ଼ିଲ୍ଲା କୋଟପାଡ଼ କେନ୍ଦୁଗୁଡା ଦୋଳମଣ୍ଡପ ଠାରେ ଉତ୍କଲ ଦିବସ ଅବସରରେ ବରିଷ୍ଟ ନାଗରୀକଙ୍କ ପକ୍ଷରୁ ଶ୍ରୀ ରଘୁନାଥ ପାଢ଼ୀ. ଶେସାନନ୍ଦ ଶତ୍ରୁସଲ୍ୟ. ନରସିଂହ ମହାନ୍ତି. ପଦ୍ମନାଭ ରଥ ଙ୍କୁ ବରିଷ୍ଟ ବ୍ୟକ୍ତିତ୍ବ ପାଇଁ ଙ୍କୁ ଉପଢୌକ ସହ ମାନପତ୍ର ପ୍ରଦାନ କରାଯାଇଥିଲା I ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ଗୌରୀ ପ୍ରସାଦ ପଟ୍ଟନାୟକ ପଦ୍ମ ଶ୍ରୀ ଗୋବର୍ଦ୍ଧନ ପନିକା. ଗୌର ରଥ,ନରସିଂହ ବେହେରା. ବିନୋଦ ଶାସମଲ ଶଙ୍କର ପଟ୍ଟନାୟକ. ମୁରଳି ପାତ୍ର ଙ୍କ ସମେତ ସଂଘର ସମସ୍ତ କର୍ମ କର୍ତ୍ତା ଉପସ୍ଥିତ ଥିଲେ I କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟନାୟକ ଉପାନ୍ତ ଖବର