କେନ୍ଦ୍ର ବଜେଟ – ୨୦୨୫-୨୬ ଜନ ବିରୋଧୀ ଏବଂ କର୍ପୋରେଟ ସପକ୍ଷବାଦୀ: ଫରୱାର୍ଡ଼ ବ୍ଲକ …ବଜେଟ ର ଶବ୍ଦ ଅଧିକ, ସାମାଜିକ ପ୍ରତିବଦ୍ଧତା କମ : ଜ୍ୟୋତି ରଞ୍ଜନ
ଭୁବନେଶ୍ୱର (୦୧.୦୨.୨୦୨୫): କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ବଜେଟ- ୨୦୨୫-୨୬ ସାଧାରଣ ଜନତାଙ୍କ ସ୍ୱାର୍ଥ ବିରୋଧୀ, କର୍ପୋରେଟ ସପକ୍ଷବାଦୀ ଓ ଅନ୍ତସାରଶୂନ୍ୟ...