ଅନ୍ୟ ରାଜ୍ୟ କୁ ଦାଦନ ଯାଇ ମୃତ୍ୟ ବରଣ କରିଥିବା ଯୁବତୀଙ୍କ ମର ଶରୀର ନିଜ ଗ୍ରାମକୁ ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବୀ କଲେ ମୋହନା ବିଧାୟକ ପ୍ରତିନିଧି ଓ ବ୍ଲକ କଂଗ୍ରେସ ସଭାପତି..
ମୋହନା--ଗଜପତି ଜିଲ୍ଲା ଅନ୍ତର୍ଗତ ଦାମଦୁଆ ଗ୍ରାମ ପଞ୍ଚାୟତ ର ୬ ନମ୍ବର ୱାର୍ଡ କିରିମ୍ବା ଗ୍ରାମର କିସ୍ତ ମଲ୍ଲିକ ଙ୍କ ପ୍ରଥମ କନ୍ୟା ଅନିତା...
