ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ର ଗୋପାଳ ଙ୍କୁ ଆଂଠେଇବା ଘଟଣା,ବିଜେଡି ପ୍ରତିନିଧି ଦଳ ଙ୍କ ପୀଡିତ ଙ୍କ ଗାଁ ଓ ଚନ୍ଦାହାଣ୍ଡି ଥାନା ଗସ୍ତ……….
ଚନ୍ଦାହାଣ୍ଡି:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଂଚଳରେ ଗତ ୨୧ ତାରିଖ ଦିନ ଲୋଧୁଆପଡ଼ା ଠାରେ ରାଇଘର ଅଂଚଳର କିଛି ଗୋପାଳ ସମ୍ପ୍ରଦାୟ ର...
