ଉମରକୋଟ ସ।ଙ୍ଗର ମୃତ୍ୟୁ ପରେ ଆର୍ଥିକ ସହାୟତା ପ୍ରଦାନ କଲେ ସହପାଠୀ….
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହରର ୧୯୮୬ ମସିହା ମାଟ୍ରିକ ବ୍ୟ।ଚର ସହପାଠୀ ମାନେ ଏପରି ଏକ ମହତ୍ କାର୍ଯ୍ୟ କରି ଆଜି ଚର୍ଚ୍ଚାରେ...
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହରର ୧୯୮୬ ମସିହା ମାଟ୍ରିକ ବ୍ୟ।ଚର ସହପାଠୀ ମାନେ ଏପରି ଏକ ମହତ୍ କାର୍ଯ୍ୟ କରି ଆଜି ଚର୍ଚ୍ଚାରେ...
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଆମ ଓଡ଼ିଶା ଅଧକ୍ଷ ଶ୍ରୀ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ଜନ୍ମ ଦିନରେ ଆମ ଓଡ଼ିଶା ଓ ପୂଜାରିଗୁଡ଼। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ...
ପୁରୀ ସି ବିଚ ଫୋଟଗ୍ରାଫର ମହାସଂଘ ତରଫରୁ ସମୁଦ୍ର ବେଳାଭୂମି ରେ ଥିବା ୯ଗୋଟି ସଂଘରୁ ସଭ୍ୟ ମାନଙ୍କୁ ନେଇ ଆଜି ସକାଳ ୯ଘଟିକା ସମୟରେ...
ରାୟଗଡା ୧୮/୮/୨୦୨୬ରିଖ ଦିନ ଜିଲାପାଳଙ୍କ ସମ୍ମିଳନୀ କକ୍ଷ୍ୟ ଠାରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନଙ୍କ ଅଧକ୍ଷତାରେ ପଞ୍ଚମ (ଆର ପି ଡି ଏ ସି )ବୈଠକ ଅନୁଷ୍ଠିତ ହୋଇଯାଇଛି...
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ପୋଲିସ ୫୪ ଗୋଟି ମୋବାଇଲ ଠାବ କରିବାରେ ସଫଳ ସୋଇଛି। ଜିଲ୍ଲାର ବିଭିନ୍ନ ଥାନାରେ ହୋଇଥିବା ଅଭିଯୋଗ ଏବଂ...
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ବିଦେଶୀ ସିନେମା ମେକରଙ୍କୁ ଆକର୍ଷିତ କଲା ଓଡ଼ିଶାର ମାଗଣା ସ୍ବାସ୍ଥ୍ୟ ସେବା ସୋସିଆଲ ମିଡ଼ିଆ ରେ ରଖିଲେ ନିଜର ଅନୁଭୁତି ଓଡ଼ିଶାର...
୧-ଭୁବନେଶ୍ୱର:ବିଦେଶରେ ପାଠ ପଢ଼ିବାକୁ ଓଡ଼ିଶା ସରକାର ଦେବେ ଟଙ୍କା; SC-ST ଛାତ୍ରଛାତ୍ରୀଙ୍କୁ ମିଳିବ ୫୦ ଲକ୍ଷ ଯାଏଁ ସହାୟତା, ଆଜିଠୁ ୩୧ ତାରିଖ ଯାଏଁ...
ପୁରୀ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ନବ ନିର୍ମିତ ଗୃହର ଶୁଭ ଉଦ୍ଘାଟନ ହୋଇଯାଇଛି । ଏହି ଅବସରରେ ପୁରୀ ଟାଉନ୍ ହଲ୍ ଠାରେ "DASAM- 3.0"...
ଖୋର୍ଦ୍ଧା, (ପ୍ରିୟଙ୍କା ମହାପାତ୍ର): ଡ଼ଃ ପାର୍ଥ ସାରଥୀ ବିଶ୍ୱାସଙ୍କ ନେତୃତ୍ୱରେ ପାଞ୍ଚ ଜଣିଆ ଜାତୀୟ ଅନୁସୂଚିତ ଜାତି କମିଶନ ଟିମ୍ ଖୋର୍ଦ୍ଧା ଜିଲ୍ଲା ପରିଦର୍ଶନ କରି...
ଜଳେଶ୍ଵର, ୧୮/୮ ( ଦେବାଶିଷ ଦାଶ ) ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ବଜାର ଭାଇ ଭାଇ ମିଳିତ ସଂଘ ପକ୍ଷରୁ ସ୍ୱାଧୀନତା ଦିବସ...