ଛତ୍ରପୁର ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ଶତପ୍ରତିଶତ ସଫଳତା

IMG-20260503-WA0007
Share

 

ଛତ୍ରପୁର ତା ୨/୫/୨୬(ଅରୁଣ କୁମାର ପଣ୍ଡା )ସ୍ଥାନୀୟ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ଛାତ୍ର ଅଙ୍କିତ କୁମାର ଆଚାର୍ଯ୍ଯ ସଦ୍ୟତମ ପ୍ରକାଶିତ ଦଶମ ଶ୍ରେଣୀର ବାର୍ଷିକ ବୋର୍ଡ ପରୀକ୍ଷାରେ ୫୬୦ ନମ୍ବର (୯୩.୩୩%)ରଖି ଛତ୍ରପୁର ବିଦ୍ୟାଳୟର ଟପର ହୋଇଛନ୍ତି। ସେହିପରି କୋମଳ କିରଣ ପୁରୋହିତ A1 ୫୪୦ ନମ୍ବର ରଖି ଦିବିଦ୍ୟାଳୟର ମୋଟ ୭୩ ଜଣଙ୍କ ମଧ୍ଯରୁ A1୨ଜଣ,A2 ୨୧ଜଣ,B1 ୧୧ ଜଣ, B2 ୧୬ଜଣ, C ୨୨,ଓ D ୦୧ ଜଣ ଏହିପରି ୧୦୦% ରେଜଲ୍ଟ ହୋଇଛି। ଅଙ୍କିତ ଓ କୋମଳଙ୍କ ଏହି ସଫଳତା ତଥା ସମସ୍ତ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀଙ୍କୁ ପରିଚାଳନା କମିଟିର ସମସ୍ତ ସଦସ୍ୟ,ଗୁରୁଜୀଗୁରୁମା ଓ ପ୍ରଧାନାଚାର୍ଯ୍ଯ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କ ଉତ୍ତୋରତର ଉନ୍ନତି କାମନା କରିଛନ୍ତି।