March 29, 2025

ଭଗତ ସିଂଙ୍ଗ ୯୫ ତମ ସହିଦ ଦିବସ ପାଳିତ ହୋଇଯାଇଛି

Share

ପୁରୀ ବଡଦାଣ୍ଡ ସ୍ଥିତ ନାୟକ ପ୍ଲାଜା ସମ୍ମିଳନୀ କକ୍ଷରେ ଠାରେ ସହୀଦ ଭଗତ ସିଂଙ୍ଗ ୯୫ ତମ ସହୀଦ ଦିବସ ପାଳିତ ହୋଇଯାଇଛି। ଉକ୍ତ ଦିବସରେ ବରିଷ୍ଠ ଆଇନ଼ଜିବୀ ପୁଷ୍କର ମହାପାତ୍ରଙ୍କ ସଭାପତିତ୍ୱରେଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଆଇନଜୀବୀ ବୀରେନ୍ଦ୍ର ଭୂଷଣ ହୋତା ,ତକ୍ଟର ପ୍ରଫୁଲ୍ଲ ମହାପାତ୍ର , ଶ୍ରମିକ ନେତା ଜଗନ୍ନାଥ ଦେଓ ,ସଂମ୍ପାଦକ ସୁବାଷ ଚନ୍ଦ୍ର ନାୟକ , ନାରାୟଣ ନନ୍ଦ , ଅର୍ଣ୍ଣପୁର୍ଣ୍ଣା ଦେବୀ ,ପବିତ୍ର କୁମାର ଦଳେଇ, ଅଭିମନ୍ୟୁ ଜେନା, ସମାଜ ସେବୀ ଭିମସେନ ପ୍ରଧାନ ପ୍ରମୁଖ ଯୋଗ ଦେଇ ଭଗତ ସିଂଙ୍ଗ ସ୍ବାପ୍ନକୁ ସାକାର କରିବା ପାଇଁ ପ୍ରତିବାଦର ରାସ୍ତାକୁ ଆଦରି ନେବାକୁ ଆହ୍ୱାନ ଦେଇଥିଲେ . ଝାନସି ରାଣୀ ମିଶ୍ର,ଆଶାଲତା ଦେବୀ, ଡଃ ପୂର୍ଣ୍ଣଚନ୍ଦ୍ର ସାହୁ, ଯଦୁମଣି ସାହୁ, ପବିତ୍ର କୁମାର ଦଳେଇ, ପ୍ରମୁଖ ବକ୍ତ୍ୟବ ରଖିଥିଲେ l

ପୂର୍ବତନ ବିଧାୟକ ଜୟନ୍ତ କୁମାର ଷତଙ୍ଗୀ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ଉଦଘଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପୁରୀ ପ୍ରମୁଖ ୧୦ଟି ସ୍କୁଲର ଛାତ୍ରଛାତ୍ରୀ ମାନେ ଶହୀତ ଭଗତ ସିଙ୍ଗ ଉପରେ ଆଲୋକପାତ କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ