November 25, 2024

ଗଜପତି:- ଜାତି, କୂଳ ସମାଜ ଓ ବିଭିନ୍ନ ସଂଘଠନ ର ନେତା/ ମୁଖିୟା ମାନଙ୍କୁ ନେଇ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

Share

———————————————-
ଗଜପତି ଜିଲ୍ଲା ଅନ୍ତର୍ଗତ ରାୟଗଡ଼ ବ୍ଲକରେ ଜିଲ୍ଲା ପ୍ରଶାସନ ଓ କୈଳାଶ ସତ୍ୟାର୍ଥୀ ଚିଲ୍ଡରେନ୍ସ ଫଣ୍ଡ ଓ ସିସିଡି ଅନୁଷ୍ଟାନ ର ମିଳିତ ଉଦ୍ୟମରେ ବାଲ୍ୟ ବିବାହ , ଶିଶୁ ଚାଲାଣ , ଶିଶୁ ଯୌନ ନିର୍ଯାତନା ବନ୍ଦ କରିବା ସହ କିଶୋର ଓ କିଶୋରୀ ମାନଙ୍କ ସଶକ୍ତିକରଣ ନିମନ୍ତେ ଜାତି କୁଳ , ସମାଜ , ଓ ବିଭିନ୍ନ ସଂଗଠନ’ର ମୁଖିଆ, ଓ ସରପଞ୍ଚ ମାନଙ୍କୁ ନେଇ ଏକ ବ୍ଲକ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ରାୟଗଡ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇ ଯାଇଅଛି l
ଉକ୍ତ କାର୍ଯ୍ୟକ୍ରମ ରେ ୯୦ ଜଣ ଜାତି , କୁଳ ସମାଜ ର ମୁଖିଆ , ଆଇସିଡ଼ିଏସ: , ସ୍ବେଛାସେବୀ ସଂସ୍ଥା , ସରପଞ୍ଚ , ଓ ଓଡିଶା ଜୀବିକା ମିଶନ ରାୟଗଡା’ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ ।
ଉକ୍ତ କାର୍ଯ୍ୟକ୍ରମ’ରେ ଜାତି, କୁଳ, ସମାଜ ଓ ବିଭିନ୍ନ ସଂଘଠନ ର ମୁଖିଆ ମାନେ କିପରି ନିଜ ଅଞ୍ଚଳରେ ଥିବା ଶିଶୁ ମାନଙ୍କୁ ସୁରକ୍ଷା ଯୋଗାଇବା ସହ ସେମାନକୁ କିପରି ସଶକ୍ତିକରଣ କରିପାରିବେ , ସେହି ବିଷୟରେ ଆଲୋଚନା କରା ଯାଇଥିଲା ।
ଶିଶୁ ସୁରକ୍ଷା ଅଧିକାରୀ , ଶିଶୁମାନଙ୍କ ବିଭିନ୍ନ ଯୋଜନା ବିଷୟରେ ଜଣାଇବା ସହ , ପାଞ୍ଚାୟତସ୍ତରେ ୫ ପ୍ରତିଶତ ୟୁନାଇଟେଡ ଗ୍ରାଣ୍ଡ କିପରି ଶିଶୁ’ଙ୍କ ପାଇଁ ଖର୍ଚ୍ଚ କରିପାରିବା ସେହି ବିଷୟରେ ବୁଝାଇବା ସହ ସିଡ଼ିପିଓ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ବିଷୟରେ ବୁଝାଇଥିଲେ ।
ଏହି କାର୍ଯ୍ୟକ୍ରମ’ରେ ରାୟଗଡ଼ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ପୂର୍ଣବାସୀ ନାୟକ , ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଜ୍ୟୋତି ପ୍ରସାଦ ପାଣି , ବ୍ଲକ୍ ବିଡ଼ିଓ ଶ୍ରୀ ସୁଧୀର କୁମାର ସିଂ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ସିସିଡ଼ି-ସମ୍ପାଦକ ଶ୍ରୀ ଏ: ଜଗନ୍ନାଥ ରାଜୁ , ସିଦିପିଓ: ସୁଶ୍ରୀ ତେରେସ୍କୋବା ମଲ୍ଲିକ , ବିଇଓ: ଶ୍ରୀ ଧନେଶ୍ଵର କାଉଁର , ଲତିକା ଦେବୀ ଓଏଲଏମ- ବିପିସି ଲତିକା ଦେବୀ , ସୁସ୍ମିତା ଜିଲ୍ଲା ସଂଯୋଜକ- ଅରୁଣା:- ସସ୍ମିତା ଏବଂ ଜିଲ୍ଲା ସଂଯୋଜକ- ସିସିଡ଼ି ଶ୍ରୀ ବିଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। । ।
କାର୍ଯ୍ୟକ୍ରମ’କୁ କୈଳାଶ ସତ୍ୟାର୍ଥୀ ଚିର୍ଲେସ୍ନେ ଫଣ୍ଡ ଓ ଅରୁଣା ଅନୁଷ୍ଟାନ ର କର୍ମଚାରୀ ମାନେ ପରିଚାଳନା ଓ ସହଯୋଗ କରିଥିଲେ ।
———————————————– ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
,;———————————————-

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed