March 10, 2026

କୋଟପାଡ଼ ବ୍ଲକରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବୈଠକ

IMG-20230823-WA0112
Share

 

କୋଟପାଡ଼ ବ୍ଲକରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବୈଠକ

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ରେ ଆଜି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି ବ୍ଲକର ବିଭିନ୍ନ ହୁଣ୍ଡୀ T. R. W ସ୍କୁଲ କୁ ଆସିଥିବା. ପାଣ୍ଠି ର ତାଲିକା ବିବରଣୀ ପାଠ ଆଇ ଟି ଡି ଏ ସହକାରୀ ଯନ୍ତ୍ରୀ ଦିଲୀପ କୁମାର ଗିରି ପାଠ କରି ଥିଲେ I ଅଧକ୍ଷ ଶ୍ରୀ ଚନ୍ଦ୍ର ଶେଖର ମାଝିଙ୍କ ଅଧକ୍ଷ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ବୈଠକ ରେ. ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରମତି ସ୍ନେହ ପ୍ରଭା ମାଝୀ. ବ୍ଲକ ଅଧକ୍ଷା ଶ୍ରୀମତୀ କୋମଳା ଭତରା. ଉପାଧ୍ୟକ୍ଷ ଶ୍ରୀ ତପନ ପାଣିଗ୍ରାହୀ. ତ୍ରିନାଥ ମାଝୀ. ଗୁରନାଥ ହରିଜନ. ଜ଼ିଲ୍ଲା ପରିଷଦ ସଭ୍ୟ ଶ୍ରୀ ତ୍ରିପତି ଚାଲାଣ. ଙ୍କ ସମେତ ସମସ୍ତ ସରପଞ୍ଚ. ସମିତି ସଭ୍ୟା ସାଂସଦ ଓ ବିଧାୟକ ପ୍ରତିନିଧି Weo ଆକାଶ କୁମାର ଜେନା. ଆଇ ଟି ଡି ଏ କନିଷ୍ଠ ଯନ୍ତ୍ରୀ ଶ୍ରୀ ଚୈତନ୍ୟ ବାସକି ,କ୍ରୀଡା ଏବଂ ସଂସ୍କୃତିକ କାର୍ଯ୍ୟକ୍ରମ ର ଉନ୍ନତି ଉପରେ ଆଲୋଚନା ହୋଇଥିଲା I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I