June 23, 2026

ଯୁବ ସମାଜ ସେବୀ ଅଶ୍ୱିନ କୁମାର ସେଠୀ ଙ୍କ ମହାନତା

IMG-20230802-WA0028
Share

*ସାଧାରଣ ଲୋକଙ୍କ ପାଇଁ ସଙ୍କଟ ମୋଚନ*

ଆଜି ରାୟଗଡା ଜିଲ୍ଲା ବିଷମ କଟକ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଇନ୍ଦିରା କଲୋନୀ ବାସିନ୍ଦା ଚାରି ବର୍ଷ ପୂର୍ବରୁ ସ୍ୱାମୀ ପବିତ୍ର ଗୌଡ଼ ବିୟୋଗ ହୋଇଥିଲେ ରାଜ୍ୟ ସରକାରଙ୍କ ଯୋଜନା ରୁ ବହୁ ଦିନ ହେଲା ବଞ୍ଚିତ ହୋଇ ଥିଲେ ଯେତେବେଳେ ଯୁବ ସମାଜ ସେବୀ ତଥା ବିଜୁ ଜନତା ଦଳ ସକ୍ରିୟ କର୍ମୀ ଅଶ୍ୱିନୀ କୁମାର ସେଠୀ ଙ୍କ ନଜର ରେ ଆସିଲା ସେଠୀ ବାବୁ ତାଙ୍କ ଘରକୁ ଯାଇ ପୁଷ୍ପା ଗୌଡ଼ ଙ୍କ ସହ ଆଲୋଚନା କରିଥିଲେ ପୁଷ୍ପା ଗୌଡ଼ ଦୁଃଖ ରେ କହିଲେ ଅଶ୍ୱିନୀ ବାବୁ ମୋ ଭତା ଟିକେ କରେଇ ଦିଅ କେତେ ଥର କେତେ ଜଣକୁ କହିଲି ହେଲେ ବି କେହି କରିଲେ ନାହିଁ ଅଶ୍ୱିନୀ ସେଠୀ କହିଲେ ମା ଦୁଃଖ କରନି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉପରେ ଭରସା ଅଛିତ ମା ଟି ଉତ୍ତର ଦେଲେ ହଁ ବାବୁ ନବୀନ ପଟ୍ଟନାୟକ ଆମ ଦୁଃଖୀ ଗରିବ ର ଆଶାର ଆଲୋକ ଏତିକି ଶୁଣିବା ପରେ ଯୁବ ସମାଜ ସେବୀ ଅଶ୍ୱିନ କୁମାର ସେଠୀ ତାଙ୍କ ସମସ୍ତ ନଥି ପତ୍ର ନେଇ ଅନ ଲାଇନ ରେ ଆବେଦନ କରିବା ପରେ ବ୍ଲକ ଯାଇ BSSO ଙ୍କୁ ଦେଖା କରି ସମ୍ପୂର୍ଣ୍ଣ ନଥି ପତ୍ର ପ୍ରଦାନ କରିଥିଲେ । ଅଶ୍ୱିନ ସେଠୀ ପ୍ରକାଶ କରିଥିଲେ କି

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ବବି ଭାଇ ଙ୍କ ନିର୍ଦ୍ଦେଶ ରହିଛି ପ୍ରକୃତ ଗୋଟିଏ ବି ହିତାଧିକାରୀ ଯେମିତି ରାଜ୍ୟ ସରକାର ଙ୍କ ଯୋଜନା ରୁ ବଞ୍ଚିତ ହେବେ ନାହିଁ ।

ବର୍ଷା ହେଉ ଅବା ଝଡ଼ ସାଧାରଣ ଲୋକଙ୍କ କାମ ଅଟକିବ ନାହିଁ ।

You may have missed