June 17, 2026

ମୋହନା ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ —– ଗଜପତି ଜିଲ୍ଲା ମୋହନା ବ୍ଲକର ସ୍ଥାନୀୟ ଗ୍ରାମରେ ଥିବା ଜଗନ୍ନାଥ

IMG-20230929-WA0015
Share

ମୋହନା ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ —– ଗଜପତି ଜିଲ୍ଲା ମୋହନା ବ୍ଲକର ସ୍ଥାନୀୟ ଗ୍ରାମରେ ଥିବା ଜଗନ୍ନାଥ

ମନ୍ଦିର ନୂତନ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ୫- ଟି ଯୋଜନା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ ସ୍ଵତନ୍ତ୍ର ଅନୁଦାନରେ ନିର୍ମାଣ କରିବା ପାଇଁ ଦଶ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। ସେହି ଅନୁଦାନରେ ନିର୍ମାଣ ହେବାକୁ ଥିବା ମନ୍ଦିର ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଗଜପତି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିତ୍ତି ପ୍ରସ୍ତର ପକାଇଥିବା ବେଳେ ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଦଣ୍ଡାସି ସାହୁ, ବଲ୍ମିନା ଅଧିକାରୀ, ଭାସ୍କର ସାହୁ, ସରୋଜ ପଟ୍ଟନାୟକ, ମୋହନା ଗ୍ରାମ ମୁଖିଆ ତଥା ମନ୍ଦିର ପରିଚାଳନା କମିଟି ମୁଖ୍ୟ ପ୍ରତାପ ଚନ୍ଦ୍ର ପାତ୍ର, ରାମ ଚନ୍ଦ୍ର ଦଳାଇ, ୱାର୍ଡ ସଭ୍ୟ, ସଭ୍ୟା, ବିଜେଡି କର୍ମ କର୍ତ୍ତା ଙ୍କ ସହ ଗ୍ରାମର ଏକାଧିକ ପୁରୁଷ ଓ ମହିଳା ଙ୍କ ଉପସ୍ଥିତିରେ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା।

You may have missed