May 19, 2024

Day: September 18, 2023

ଦାରିଙ୍ଗବାଡ଼ିରେ ଜିଲ୍ଲାପାଳ ଙ୍କ ମିଳିତ ଅଭିଯୋଗ ଶୁଣାଣି

ଦାରିଙ୍ଗବାଡ଼ିରେ ଜିଲ୍ଲାପାଳ ଙ୍କ ମିଳିତ ଅଭିଯୋଗ ଶୁଣାଣି ୫୬ ଗୋଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ ବ୍ରାହ୍ମଣୀଗାଁ ,୧୮/୯: ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ...

ଭାଉଜକୁ ଦୁଷ୍କର୍ମ ଅଭିଯୋଗରେ ସମ୍ପର୍କୀୟ ଦିଅର ଗିରଫ

ଭାଉଜକୁ ଦୁଷ୍କର୍ମ ଅଭିଯୋଗରେ ସମ୍ପର୍କୀୟ ଦିଅର ଗିରଫ ବୁଗୁଡ଼ା : ତା ୧୮/୦୯/୨୩ : ଭାଉଜକୁ ଦୁଷ୍କର୍ମ ଅଭିଯୋଗରେ ସମ୍ପର୍କୀୟ ଦିଅରକୁ ପୋଲିସ ଗିରଫ କରି କୋର୍ଟ...

ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଲା ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଂଘ

ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଲା ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଂଘ ବୁଗୁଡ଼ା : ତା ୧୮/୦୯/୨୩ : ତିନି ଦଫା ଦାବି ନେଇ ଗତ ୧୪...

କଲ୍ୟାଣ ମଣ୍ଡପ ଠାରେ ବିଜେଡିର ସାଙ୍ଗଠନିକ ବୈଠକ

କଲ୍ୟାଣ ମଣ୍ଡପ ଠାରେ ବିଜେଡିର ସାଙ୍ଗଠନିକ ବୈଠକ କୋରାପୁଟ ଜ଼ିଲ୍ଲା କୋଟପାଡ଼ କଲ୍ୟାଣ ମଣ୍ଡପ ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି.ଏହି ବୈଠକ...

ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ , ୧୬୮ ୟୁନିଟ୍ ରକ୍ତ ସଂଗ୍ରହ

ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ , ୧୬୮ ୟୁନିଟ୍ ରକ୍ତ ସଂଗ୍ରହ ବୁଗୁଡା : ତା ୧୮/୦୯/୨୩ : ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ କଲ୍ଯାଣୀ...

ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କୁସ୍ତି ଓ ମୁଷ୍ଟି ଯୋଦ୍ଧା ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ଛାତ୍ରମାନେ ସଫଳତା*

*ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କୁସ୍ତି ଓ ମୁଷ୍ଟି ଯୋଦ୍ଧା ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ଛାତ୍ରମାନେ ସଫଳତା* ପାରଳାଖେମୁଣ୍ଡି: ୧୮/୦୯/୨୦୨୩ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କୁସ୍ତି ଓ ମୁଷ୍ଟିଯୋଦ୍ଧା...

ଗଞ୍ଜାମ ସହରରେ ଟ୍ରାଫିକ ନିୟମ ନମାନିଲେ କାଟିବ ଚାଲାଣ

ଗଞ୍ଜାମ ସହରରେ ଟ୍ରାଫିକ ନିୟମ ନମାନିଲେ କାଟିବ ଚାଲାଣ ---------------------------------------- ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା ଗଞ୍ଜାମ ସହରରେ ଦେଖାଦେଇଥିବା ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଆଗାମୀଦିନରେ...

ବଙ୍ଗାଳିଗୁଡାଗ୍ରାମବାସୀ ବେଦଖଲ ନକରିବାକୁ ନେଇ କଂଗ୍ରେସ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର

ବଙ୍ଗାଳିଗୁଡାଗ୍ରାମବାସୀ ବେଦଖଲ ନକରିବାକୁ ନେଇ କଂଗ୍ରେସ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର ରାମନାଗୁଡା, ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ବଙ୍ଗାଳିଗୁଡା ଗ୍ରାମରୁ ଗ୍ରାମବାସୀଙ୍କୁ ବେଦଖଲ ନକରିବା ନେଇ ଜିଲ୍ଲା...

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।*

*ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।* ============================== ପାରଳାଖେମଣ୍ଡି, ତା.୧୮.୦୯.୨୦୨୩ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଲାଇଲାଇ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ...

କଲ୍ୟାଣ ମଣ୍ଡପ ଠାରେ ବିଜେଡିର ସାଙ୍ଗଠନିକ ବୈଠକ କୋରାପୁଟ ଜ଼ିଲ୍ଲା କୋଟପାଡ଼ କଲ୍ୟାଣ ମଣ୍ଡପ ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି.ଏହି ବୈଠକ ରେ ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟ କ୍ରମ ଗୁଡିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଆଗାମୀ ସାଧାରଣ ନିର୍ବାଚନ ରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ମଞ୍ଚସୀନ ଅତିଥି ମାନେ କର୍ମୀଙ୍କୁ ପରାମର୍ଶ ପ୍ରଦାନ କରି ଥିଲେ. ଜ଼ିଲ୍ଲା ସଭାପତି ଶ୍ରୀ ଝିନ୍ନ ହିକ୍କା. କେପଟନ ଦିବ୍ୟସଙ୍କର ମିଶ୍ର. ରାଜ୍ୟ ସମ୍ପାଦକ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ. ଜ଼ିଲ୍ଲା ପରିଷଦ ଉପା ଧକ୍ଷ ରାଧା ଗୋବିନ୍ଦ ସାମନ୍ତରାୟ ,ଏସଡିସି ଅଧକ୍ଷ ଚନ୍ଦ୍ର ଶେଖର ମାଝୀ. ସ୍ଥାନୀୟ ବିଧାୟକା ଶ୍ରୀମତୀ ପଦ୍ମିନୀ ଦିଆନ. ଟାଉନ ସଭାପତି ଅରିଫ ପଟେଲ. ପଦ୍ମନ ବିଶୋଇ. ବ୍ଲକ ସଭାପତି. ଗୋପାଳ ଲାଲ ସିଂ ଦେଉ. ମୋହମ୍ମଦ ସଲିମ. ତ୍ରିପତି ଚାଲାଣ. ଗୀତା ମାଝୀ,ସାଙ୍ଗଠନିକ ସମ୍ପାଦକ ଙ୍କ ପ୍ରତିନିଧି ପ୍ରକାଶ ମହାନ୍ତି. ଯୁବ ସଭାପତି ଶ୍ରୀମନ୍ତ ପଣ୍ଡା ବ୍ଲକ ଉପାଧକ୍ଷ ତପନ ପାଣିଗ୍ରାହୀ. ସାଗର ପାତ୍ର. ଯୁବ ସଂଘଠକ ଶିବ ପଟ୍ଟନାୟକ. ଙ୍କ ସମେତ ବହୁ କର୍ମୀ ଓ ନେତା ଉପସ୍ଥିତ ଥିବାର ଜଣା ଯାଇଛି I ଅନ୍ୟ ପକ୍ଷରେ ବିଜେପି ର ମଧ୍ୟ ରବିବାର ଦିନ ବିରାଟ ସଭା ସେହି ସ୍ଥାନରେ ଅନୁଷ୍ଠିତ ହୋଇ ଯାଇଛି. ରାଜ୍ୟ ସଭାପତି ମନମୋହନ ସାମଲ ଏଥର 2024ରେ ମଧ୍ୟ ରାଜ୍ୟ ଏବଂ କେନ୍ଦ୍ର ରେ ବିଜେପି ସରକାର ଗଠନ କରିବ ବୋଲି ତାଙ୍କ ବୋକ୍ତ୍ୟବ୍ୟରେ ପ୍ରକାଶ କରିଥିଲେ. କିନ୍ତୁ କଂଗ୍ରେସ ର ଟିକଟ ଆଶାୟୀ ପ୍ରାର୍ଥୀ କେତକ ଠିକା ନେତାଙ୍କୁ ନେଇ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଚଲେଇ ଥିବାର ଜନ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଥିବାର ଜଣାଯାଇଛି. ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେପି ବିଜେଡି ସେତେ ଗୁରତର ଭାବରେ ବିଭିନ୍ନ କାର୍ଯ୍ୟ କ୍ରମ ସହ ସିରକାରଙ୍କ ଯୋଜନା ଗୁଡିକୁ ଲୋକ ଲୋଚକୁ ଆଣି ବାରେ ସକ୍ଷମ ହେଉଛନ୍ତି ବୋଲି ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I

କଲ୍ୟାଣ ମଣ୍ଡପ ଠାରେ ବିଜେଡିର ସାଙ୍ଗଠନିକ ବୈଠକ କୋରାପୁଟ ଜ଼ିଲ୍ଲା କୋଟପାଡ଼ କଲ୍ୟାଣ ମଣ୍ଡପ ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି.ଏହି ବୈଠକ...