April 25, 2026

ବକଟି ଗ୍ରାମରେ ନୂଆଁଖାଇ ପର୍ବ ପାଳନ

IMG-20250828-WA0021
Share

 

 

ସୁରେନ୍ଦ୍ର କଠାର,ବରଗଡ

 

ବରଗଡ଼ ଜିଲ୍ଲା ଭେଡେନ ବ୍ଳକ ଅନ୍ତର୍ଗତ ବକଟୀ ଗ୍ରାମର ମହାରଣା ପରିବାର ତରଫରୁ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଧୁମଧାମରେ ପାଳିତ ହୋଇଯାଇଛି। ଉକ୍ତ ଏକାନ୍ନ ପରିବାରର ୬ ଭାଇ ୬ବୋହୂ ୫ ଭାଇ ୫ଭଉଣୀ ୧ ପୁତ୍ରବଧୁ ଓ ୧ ନାତୁଣୀଙ୍କ ମଧ୍ୟରେ ନୂଆଁଖାଇ ପର୍ବ ପାଳିତ ହୋଇଥିଲା। ଘରର ଇଷ୍ଟଦେବ ଦଧିବାବନଙ୍କ ପୂଜାର୍ଚ୍ଚନା ପରେ ବର୍ଷର ପ୍ରଥମ ଶସ୍ୟ ଭଗବାନଙ୍କୁ ସମର୍ପଣ ପରେ ସମସ୍ତେ ନବାନ୍ନ ଭକ୍ଷଣ କରିଥିଲେ।ନବାନ୍ନ ଭକ୍ଷଣ ପରେ ସାନ ମାନେ ବୟୋଜ୍ୟେଷ୍ଠ ମାନଙ୍କୁ ମୁଣ୍ଡିଆ ମାରି ନୂଆଁଖାଇ ଜୁହାର ଜଣାଇଥିଲେ।