June 18, 2026

ସାପ କାମୁଡିବାରେ ଗାଡି ଚାଳକ ନିରଞ୍ଜନ ବାରିକ ଙ୍କ ପରଲୋକ ଘଟିଛି

IMG-20260618-WA0056
Share

 

 

ବେଗୁନିଆ ବ୍ଳକ (ଉପାନ୍ତ ଖବର ମାନସ ରଞ୍ଜନ କର )ରାଧାକାନ୍ତପୁର ପଞ୍ଚାୟତ ଧାନଘରନୂଆଗାଁ ନିରଞ୍ଜନ ବାରିକ ଝାଡା ଯିବା ସମୟରେ ତାଙ୍କ ଗୋଡରେ ସାପ କାମୁଡିଥିଲା ତାଙ୍କୁ ସଙ୍ଗେ ସଙ୍ଗେ ଖୋରଧା ଡାକ୍ତରଖାନାକୁ ଯାଇଥିଲେ ସେଠୀ ଡାକ୍ତର ତାଙ୍କୁ ମୃତ୍ୟୁ ହୋଇଥିବାର ସୂଚନା ଦେଇଥିଲେ ସେ ୨.୪ ୧୯୯୫ ମସିହାରେ ଜନ୍ମଗ୍ରହଣ କରି ୧୭.୬.୨୦୨୬ରିଖ ଦିନ ଅକାଳ ବିୟୋଗ ଘଟିଥିଲା ସେ ପୋଷାରେ ଜଣେ ୪ଚକିଆ ଗାଡି ଚାଳକ ଥିଲେ ମିଷ୍ଟଭାସି ପରଉପକାରୀ ମଧ୍ଯ ଥିଲେ ଦନାର୍ଦନ ବାରିକଙ୍କ ପୁଅ ଥିଲେ ଏହି ଖବର ଶୁଣି ବେଗୁନିଆ ବ୍ଳକ ଡ୍ରାଇଭର ମହାସଂଘ ଓ ପଞ୍ଚାୟତ ମହାସଂଘ ର ସଞୟ କୁମାର ଯାଦବ, ଆରତ ବଂଧୁ ସ୍ଵାଇଁ,ଦୀପକ ପରିଡା, ସନ୍ତୋସ ପ୍ରଧାନ, ସୁବାସ ଖଟେଇ, ପ୍ରତାପ ପ୍ରଧାନ, ପ୍ରଫୁଳ ସାହୁ,ମହେଶ୍ଵର ନାୟକ, ପୂର୍ଣ୍ଣଚନ୍ଦ୍ର ପୃଷ୍ଟି ସୁସାନ୍ତ କୁମାର ବେହେରା ପ୍ରମୋଦ କୁମାର ମୁଦୁଲି ମୁଖ୍ୟ ଆଡମିନି ବସନ୍ତ ସ୍ଵାଇଁ ସମସ୍ତଙ୍କୁ ଧରୀ ଉପସ୍ଥିତ ଥିଲେ ତାର ବନ୍ଧୁ ଲଲିତ କୁମାର ଦାସ,ସତ୍ୟଜିତ କର ନିତ୍ୟାନନ୍ଦ ପ୍ରଧାନ ଓ ଗ୍ରାମବାସି ଶେଷ ଦର୍ଷନକରି ଆତ୍ମା କିପରି ସଦଗତି ଲାଭ କରି ସ୍ପର୍ଗପ୍ରାପ୍ତି ହେଉ ବୋଲି ସମସ୍ତେ କହିଥିଲେ ..

You may have missed