June 17, 2024

ଗୁପ୍ତ ଲେଙ୍କାଙ୍କ ଅକାଳ ବିୟାଗରେ ଶୋକ

Share

ଗୁପ୍ତ ଲେଙ୍କାଙ୍କ ଅକାଳ ବିୟାଗରେ ଶୋକ

କୋରାପୁଟ ଜ଼ିଲ୍ଲା କୋଟପାଡ଼ ସହର ର ଜଣା ଶୁଣା ବ୍ୟକ୍ତି ଗୁପ୍ତ ଲେଙ୍କା ଙ୍କ ଆଜି ଅକାଳ ବିୟୋଗ ହୋଇଛି ସେ କଂଗ୍ରେସ ପୂର୍ବତନ ବିଧାୟକ ଶ୍ରୀ ଚନ୍ଦ୍ର ଶେଖର ମାଝୀ ଙ୍କ ବାଲ୍ୟ ବନ୍ଧୁ ଥିଲେ I ଏବଂ ଭଲ ଫୁଟବଲ ଖେଳାଳି ମଧ୍ୟ ଥିଲେ. ତାଙ୍କ ବିୟାଗରେ ଓକିଲ ସଂଘ ର ସଭାପତି ଶ୍ରୀ ମଣି ପ୍ରସାଦ ପଟ୍ଟନାୟକ. ଚନ୍ଦ୍ର ଶେଖର ମାଝୀ,ପୂର୍ବତନ ଏନଏସି ର ଉପାଧକ୍ଷ ବାପୁନ ତ୍ରିପାଠୀ, ସ୍ପଟିଂ କ୍ଲୁବ ପକ୍ଷରୁ ତାରିଣୀ ବିଶ୍ୱାଳ. ରଙ୍ଗ ହୋତା ଡି ନାରାୟଣ ରାଓ. ପୌରାଧକ୍ଷ ସଙ୍କର ରାଓ. ଦୈତାରୀ ମଲିକ. ଟୁନା ପଟ୍ଟନାୟକ. ଦେବୀ ନାୟିକ. ସୁରେନ୍ଦ୍ର ଜେନା ଙ୍କ ସମେତ ବହୁ ପରିବାର ଓ ବନ୍ଧୁ ପରିଜନ ବାସଭଵନ କୁ ଯାଇ ଶୋକ ସନ୍ତ ପ୍ତ ପରିବାରକୁ ସମଵେଦେନା ଜଣେଇ ଥିବା ବେଳେ. ବାଲ୍ୟ ବନ୍ଧୁ ଗ୍ରୁପ ପକ୍ଷରୁ ଶ୍ରୀ ଜଗଦୀଶ ପାତ୍ର. ସଜୀଵ ଜେନା. ଲକ୍ଷ୍ମୀ ପୂଜାରୀ. ଅରିଫ ପଟେଲ. ନୀଳାମ୍ବର ସମରଥ ସମେତ ଗ୍ରୁପର ସଦସ୍ୟ ମାନେ ବାର୍ତା ଜରିଆରେ ସମବେଦନା ଜଣାଇଥିବାର ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I

You may have missed